ପୁଣି ଆମ ବସ୍ ଦୁର୍ଘଟଣା: ଶିଶୁ ମୃତ, ମା’ ବାପା ଗୁରୁତର

0

ଖୋର୍ଦ୍ଧା:  ପୁଣି ଆମ ବସ ନେଲା ଜୀବନ । ବାଇକ୍ କୁ ଧକ୍କା ଦେଲା ଆମ ବସ୍ ।   ଆମ ବସ ଦୁର୍ଘଟଣାରେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ବାପା ମାଆ ଗୁରୁତର   ।  ଏଭଳି ଘଟଣା ଦେଖିବାକୁ ମଳିଛି ଖୋର୍ଦ୍ଧା ଜିଲ୍ଲା  ପୁବୁସାହି ନିକଟ ବରସାହି ରାସ୍ତାରେ । ବାଇକରେ ଶିଶୁକୁ ନେଇ ବାପା ମାଆ ଯିବା ବେଳେ  ଘଟିଛି ଏଭଳି ଦୁର୍ଘଟଣା । ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତଜନା ସୃଷ୍ଟି ହୋଇଛି । ଶିଶୁର ମୃତ୍ୟୁକୁ ନେଇ ବାପାମାଆଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।