ଭୁବନେଶ୍ୱର:ଆଜି ମଞ୍ଚେଶ୍ୱର ଥାନାରୁ ପୋଲିସ ଭ୍ୟାନ ବାହାରିବା ମାତ୍ରେ ଏକ ମୋଟର ସାଇକେଲକୁ ଧକ୍କାଦେଇଥିଲା । ଜଣଙ୍କର ଗୋଡ ଭାଙ୍ଗି ଯାଇଥିବା ବେଳେ ଆଉଜଣଙ୍କର କାନ୍ଧ ରକ୍ତାକ୍ତ ହୋଇଥିଲା ଦୁଇଜଣଙ୍କୁ ପୋଲିସ ସେଠାରେ ନିଜ ପାୱାର ଦେଖାଇ ସେମିତି ଛାଡି ଚାଲିଯାଇଥିଲା । ଏଥିରେ କଥାଉଠୁଛି କି ପୋଲିସ ର କଣ ଦାଇତ୍ୱ ନଥିଲା କି ସେମାନଙ୍କୁ ନେଇ ହସ୍ପିଟାଲ ନେବାପାଇଁ ଓ ଚିକିତ୍ସା କରେଇ ସୁସ୍ଥ କରି ଛାଡିବା ।