ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ: ୪ଟା ଯାଏଁ ଗୃହ ମୁଲତବି

0

ଭୁବନେଶ୍ୱର : ଗୃହ ୪ଟା ଯାଏଁ  ମୁଲତବି ହୋଇଛି ।  ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ ଦେଖାଦେଇଛି । ଗୃହରେ ବିଜେଡି ଓ କଂଗ୍ରେସ ସଭ୍ୟ ନାରାବାଜି କରିଥିଲେ । ବାଚସ୍ପତିଙ୍କ ପୋଡିୟମ ତଳେ ଜୋରଦାର ପ୍ରତିବାଦ ଦେଖାଦେଇଥିଲା । ହଟ୍ଟଗୋଳ ଯୋଗୁଁ ଗୃହ ଅପରାହ୍ଣ ୪ଟା ଯାଏଁ ମୁଲତବି ହୋଇଛି । ଗତକାଲି ବିଧାନସଭା ସ୍ୱାଭାବିକ ଚାଲିଥିଲା ।