ଅରାଜକତା ହଟାଇ ନୂତନ ଆଠଗଡ଼ ଗଢିବା : ଉମା

0

(ବୀରୁପାକ୍ଷ ପ୍ରଧାନ / ଆଠଗଡ଼ ) : ଆଠଗଡରେ କଂଗ୍ରେସ ଟିକେଟ ଉମା ବଲ୍ଲଭ ରଥ ଙ୍କୁ ମିଳିବା ପରେ ଆଜି ସ୍ଥାନୀୟ ୩ନମ୍ବର ଜୋନରେ କର୍ମୀ ସମ୍ମିଳନୀ କରି ଭୋଟ ଭିକ୍ଷା କରିଛନ୍ତି ଉମା । ଆଠଗଡରେ ଦୀର୍ଘ ୨୭ ବର୍ଷର ଅରାଜକତା ଶାସନକୁ ହଟାଇ ନୂତନ ଆଠଗଡ ଗଢିବା ପାଇଁ ଉମା କର୍ମୀ ମାନଙ୍କୁ ମନ୍ତ୍ରଣା ଦେଇଥିଲେ । ଟିକେଟ ପାଇବା ପରେ ଉମା ରାହୁଲ ଗାନ୍ଧି ଙ୍କ ସମେତ ପ୍ରଦେଶ କମିଟିର ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଦେଇଛନ୍ତି ।