ପିପିଲି ରେ ପୁଣି ଫୁଟିଲା ବୋମା , ଯୁବକ କୁଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ଦୁର୍ବୁତ୍ତ

0

(ଗୋପ / ଜୟନ୍ତ କୁମାର ସେଠୀ ): ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଗଣ୍ଡଗୋଳ । ଯୁବକ କୁଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ଦୁର୍ବୁତ୍ତ । ବ୍ରାଉନ ସୁଗାର ବେପାର କୁ ବିରୋଧ କରିବାରୁ ଗୋଷ୍ଠୀ ସଂଘର୍ଷ ଓ ବୋମା ମଡ ଓପିପିଲି କଣ୍ଟି ପଂଚାୟତ କାକୁଡିଆ ଗ୍ରାମ ର ଜଣେ ଯୁବକ ଅଜୟ ଦାସ କୁ କିଛି ଦୁର୍ବୁର୍ତ୍ତ ଗୋଡେଇ ଗୋଡେଇ ହାଣି ଥିବା ବେଳେ ଗଗୁରୁତର ଅବସ୍ଥା ରେ ମେଡିକାଲ ରେ ଭର୍ତ୍ତି ହୋଇ ଛନ୍ତିକ୍ଷ ପିପିଲି ପୋଲିସ ଘଟଣା ର ଅନୁସନ୍ଧାନ କରୁଥିବା ବେଳେ ତଦନ୍ତ ଜାରୀ ରଖିଛି । ଘଟଣା ସ୍ଥଳରେ ଉତେଜନା ଲାଗି ରହିଥିବା ବେଳେ ଅଭିଯୁକ୍ତ ଙ୍କୁ ପୋଲିସ ଧରିବା ନେଇ ଚଢ଼ାଉ ଜାରି ରଖିଛି ।