ଭୁବନେଶ୍ୱର;ରାଜଧାନୀରେ ଦିନକୁ ଦିନ ବଢିଚାଲିଛି ଅପରାଧ । ଦିନ ଦ୍ୱିପ୍ରହରରେ ଖଣ୍ଡା ବୁଲୁଛି ତ କେତେବେଳେ ବିଚ୍ ରାସ୍ତାରେ ମୁଣ୍ଡ କାଟି ଫିଙ୍ଗି ଦେଉଛନ୍ତି । ଅପରାଧ ରୋକିବା ପାଇଁ ପୋଲିସ କମିଶନର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଅପରାଧି ମାନେ ସତର୍କ ବଦଳରେ ଆକ୍ଟିଭ ହେଉଛନ୍ତି । ଯାହାଫଳରେ ଭୁବନେଶ୍ୱରବାସୀ ଭୟରେ ରହୁଛନ୍ତି । ତେବେ ନିକଟରେ ଅନେକ ଘଟଣା ମନରୁ ଲିଭି ନଥିବା ବେଳେ ପୁଣି ରାଜଧାନୀରେ ଚାଉଳ ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ ଉଦ୍ୟମ।
ପଲ୍ସରରେ ଆସି ହାଣିବାକୁ ଉଦ୍ୟମ। ଆକ୍ରମଣକାରୀଙ୍କୁ ମାଡ଼ି ବସିଲେ ସ୍ଥାନୀୟ ଲୋକେ। ଘଟଣା ସ୍ଥଳରେ ଖଣ୍ଡା ଓ ଗାଡ଼ି ଛାଡି ଦୌଡ଼ିଲେ ଦୃର୍ବୁତ୍ତ। ଘଟଣା ସ୍ଥଳରେ ବଡଗଡ ଥାନା ପୋଲିସର ଛାନଭିନ୍। ଆହତ ବ୍ୟବସାୟୀ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି।