ପୂର୍ବାଞ୍ଚଳ ରେଞ୍ଜ ଡିଆଇଜି ଡକ୍ଟର ସତ୍ୟଜିତ ନାୟକଙ୍କୁ ପ୍ରତିଷ୍ଠିତ ଡିଜିପିଙ୍କ ଡିସ୍କ ପୁରସ୍କାରରେ ସମ୍ମାନିତ…

ପୂର୍ବାଞ୍ଚଳ ରେଞ୍ଜର ଡିଆଇଜି ଡକ୍ଟର ସତ୍ୟଜିତ ନାଏକଙ୍କୁ ସମ୍ମାନଜନକ ଡିଜିପିଙ୍କ ଡିସ୍କ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏହି ସମ୍ମାନଜନକ ସମ୍ମାନ ଡକ୍ଟର ନାଏକଙ୍କ ଅସାଧାରଣ ନେତୃତ୍ୱ, ସମର୍ପଣ ଏବଂ ଏହି ଅଞ୍ଚଳରେ ଆଇନ ଶୃଙ୍ଖଳା ବଜାୟ ରଖିବା ପ୍ରତି ପ୍ରତିବଦ୍ଧତାର ପ୍ରମାଣ। ଡକ୍ଟର ନାଏକ…
Read More...

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାସନ କେନ୍ଦ୍ରରେ ହିତାଧିକାରୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା…

ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ସମସ୍ତ ଜିଲ୍ଲାରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଅବଗତ କରାଯାଇଛି । ସାଧାରଣ ବଣ୍ଟନ ବ୍ୟବସ୍ଥା ଅନ୍ତର୍ଗତ ହିତାଧିକାରୀ ମାନଙ୍କୁ ରାସନ ସାମଗ୍ରୀ ସକାଳ ସାତ ଘଟିକାରୁ ୧୦ ଘଟିକା…
Read More...

ଜମି ହିଡ ଘଟଣାକୁ କେନ୍ଦ୍ର କରି ବାଇଧର ବରସଲକୁ ହତ୍ୟା କରିଥିଲା ସମରେନ୍ଦ୍ର ମଲିକ…

ବାଲେଶ୍ଵର ଏକ ହତ୍ୟା ଘଟଣାରେ ଅଭିଯୁକ୍ତ କୁ ଆଜୀବନ କାରାଦଣ୍ଡ । ରାୟ ଶୁଣାଇଛନ୍ତି ବାଲେଶ୍ଵର ସ୍ଵତନ୍ତ୍ର ଓ ପି ଆଇ ଡି କୋର୍ଟ ଜର୍ଜ ବିଶ୍ୱଜିତ ଦାସ । ଅଭିଯୁକ୍ତ ସମରେନ୍ଦ୍ର ମଲିକ ବାଇଧର ବରସଲକୁ ଜମି ହିଡ ଘଟଣାକୁ କେନ୍ଦ୍ର କରି ହତ୍ୟା କରିଥିଲା । ସମରେନ୍ଦ୍ର ମଲିକ କୁ ୧୫ ଜଣ ସାକ୍ଷୀ ଓ ୧୮…
Read More...

ଇଜିପ୍ଟିର ଲୋହିତ ସାଗରରେ ବୁଡିଯାଇଛି ଏକ ପର୍ଯ୍ୟଟନ ବୁଡାଜାହାଜ…

ଆଜି ଅର୍ଥାତ ମାର୍ଚ୍ଚ ୨୭ ଗୁରୁବାର ଇଜିପ୍ଟିର ଲୋହିତ ସାଗରରେ ଏକ ପର୍ଯ୍ୟଟନ ବୁଡାଜାହାଜ ବୁଡିଯାଇଛି । ଯେଉଁଥିରେ ଅତିକମରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ଏହି ଦୁର୍ଘଟଣାଟି ରେଲାହିତ ସାଗରର ହୁରଘାଡା ନିକଟରେ ଘଟିଛି । ମୃତକ ୬ ଜଣ ଋଷର ନାଗରୀକ ବୋଲି ଜଣାପଡିଛି । ରିପୋର୍ଟ…
Read More...

ଆୟ ଠୁ ବଢି ଯାଉଛି ବ୍ୟୟ, ଘାଟାରେ ଚାଲୁଛି OSRTC…

ଦୁଇ ବର୍ଷ ରେ OSRTC କ୍ଷତି କଲାଣି ୪୫ କୋଟି ୪୬ ଲକ୍ଷ ଟଙ୍କା । ୨୦୨୨-୨୩ ଆର୍ଥିକ ବର୍ଷ ରେ ୧୮ କୋଟି ୮୩ ଲକ୍ଷ କ୍ଷତି ହୋଇଥିବା ବେଳେ ୨୦୨୩-୨୪ ରେ ୨୬ କୋଟି ୬୨ ଲକ୍ଷ ଟଙ୍କା କ୍ଷତି କରିଛି । ୨୦୨୨-୨୩ ରେ ୧୪୫ କୋଟି ଟଙ୍କା ଆୟ ହୋଇଥିବା ବେଳେ ବ୍ୟୟ ହୋଇଛି ୧୬୪ କୋଟି ୧୨ ଲକ୍ଷ ଟଙ୍କା ।…
Read More...

୫ ବର୍ଷରେ ବଜ୍ରପାତରେ ରାଜ୍ୟରେ ୧୪୧୮ ଲୋକଙ୍କ ଯାଇଛି ଜୀବନ…

୫ ବର୍ଷରେ ବଜ୍ରପାତରେ ରାଜ୍ୟରେ ୧୪୧୮ ଲୋକଙ୍କ ଯାଇଛି ଜୀବନ । ୨୦୨୦-୨୧ ରେ ୩୩୯ ଜଣଙ୍କ ଜୀବନ ଯାଇଥିବା ବେଳେ ସର୍ବାଧିକ ମୟୁରଭଞ୍ଜ ଜିଲ୍ଲାରେ ୩୯ ଜଣି । ୨୦୨୧-୨୨ରେ ୨୯୬ ଜଣଙ୍କ ଜୀବନ ଯାଇଥିବା ବେଳେ ସର୍ବାଧିକ କେନ୍ଦୁଝର ରେ ୨୬ ଜଣ । ୨୦୨୨-୨୩ରେ ୩୦୬ ଜଣଙ୍କ ଜୀବନ ଯାଇଥିବା ବେଳେ ସର୍ବାଧିକ…
Read More...

ମୋଦିଙ୍କ ନିମନ୍ତ୍ରଣ ଗ୍ରହଣ କଲେ ପୁଟିନ, ଖୁବଶ୍ରୀଘ୍ର ଆସିବେ ଭାରତ…

ଖୁବ ଶୀଘ୍ର ଭାରତ ଗସ୍ତରେ ଆସିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ପ୍ରଧାନମନ୍ତ୍ରୀ ମୋଦି ଗତବର୍ଷ ଋଷ ଗସ୍ତ ସମୟରେ ପୁଟିନଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଥିଲେ । ଯାହାକୁ ପୁଟିନ ଏବେ ଗ୍ରହଣ କରିଛନ୍ତି । ଋଷର ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭ ଗୁରୁବାର ଏହାକୁ ନିଶ୍ଚିତ…
Read More...

କାଲି କଂଗ୍ରେସର ବିଧାନସଭା ଘେରାଉ ନେଇ ଟ୍ରାଫିକ ନିର୍ଦେଶାବଳୀ…

କାଲି କଂଗ୍ରେସର ବିଧାନସଭା ଘେରାଉ ନେଇ ଟ୍ରାଫିକ ନିର୍ଦେଶାବଳୀ । ବିକ୍ଷୋଭ ପାଇଁ ଟ୍ରାଫିକ କଟକଣା । ରାଜମହଲ ଛକରୁ ରୂପାଲି ଛକ ଯାଏଁ ଗାଡି ଚଳାଚଳ ବାରଣ । ରାଜନୈତିକ ଦଳଙ୍କ ବିକ୍ଷୋଭକୁ ଦୃଷ୍ଟିରେ ରଖି ପଦକ୍ଷେପ । ବିକ୍ଷୋଭ ପାଇଁ ଟ୍ରାଫିକ ସମସ୍ୟା ଉପୁଜିବା ଆଶଙ୍କା କରାଯାଉଛି । ଏହି…
Read More...

ଛାତ୍ର ଛାତ୍ରୀଙ୍କୁ ଦିଆ ଯାଉଛି ନିମ୍ନ ମାନର ରଙ୍ଗୀନ ଜୋତା…

 ଯୋଜନା ନାମରେ  ଚାଲିଛି ହରିଲୁଟ । ଆଉ ଏଇ ହରିଲୁଟ ପୁଣି କୋମଳ ମତି ଛାତ୍ର ଛାତ୍ରୀଙ୍କୁ। ପୂର୍ବରୁ ମଧ୍ୟାହ୍ନ ଭୋଜନ ରେ ହରିଲୁଟ ହେଉଥିଲା ଏବେ  ଜୋତା ବଣ୍ଟନ ନାମରେ ଚାଲିଛି ହରିଲୁଟ। ଆଉ ଏଇ ହାରିଲୁଟ ରେ ସାମିଲ ଅଛନ୍ତି ବିଦ୍ୟାଳୟର  ପ୍ରଧାନ ଶିକ୍ଷୟତ୍ରୀ । ଛାତ୍ର ଛାତ୍ରୀଙ୍କୁ କଳା ବୋଟ…
Read More...

ଘରୋଇ ଉପାୟରେ ଦୂର କରନ୍ତୁ କହୁଣୀର କଳାଦାଗ…

କହୁଣୀରେ କଳାଦାଗ ପଡିବା ସ୍ୱାଭାବିକ । କିନ୍ତୁ ବେଳେ ବେଳେ ଗାଢ ଦାଗ ଲୁଚାଇବା ପାଇଁ ଆମେ ଫୁଲ ହାତର ପୋଷାକ ପିନ୍ଧିଥାଉ । କହୁଣୀ କଳା ହେବା ପଛରେ ସବୁଠାରୁ ବଡ଼ କାରଣ ହେଉଛି ମୃତ କୋଷ। ସାଧାରଣତଃ ପରିଷ୍କାର ପରିଚ୍ଛନ୍ନତା ଅଭାବରୁ କହୁଣୀ ପାଖରେ ମୃତ କୋଷ ଜମା ହୁଏ। ଯାହା ଯୋଗୁଁ ସେଠାରେ…
Read More...