ଜମ୍ମୁ-କାଶ୍ମୀର ଲସ୍କର-ଏ-ତୈବା ସହିତ ଜଡିତ ତିନି ଜଣ ଆତଙ୍କୀ ସହଯୋଗୀଙ୍କୁ ଗିରଫ କରିଛି

ଶ୍ରୀନଗର-: ଆଜି ଜମ୍ମୁ-କାଶ୍ମୀରର ବଡଗାମରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ପୋଲିସ ଆତଙ୍କବାଦୀଙ୍କ ତିନି ଜଣ ଆତଙ୍କୀ ସହଯୋଗୀଙ୍କୁ ଗିରଫ କରିଛି । ପୋଲିସର ସୂଚନା ଅନୁଯାୟୀ, ଏହି ତିନିଜଣ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା (LeT) ସହିତ ଜଡିତ। ଗିରଫ ବ୍ୟକ୍ତିମାନେ ମୁଜାମ୍ମିଲ ଅହମ୍ମଦ,…
Read More...

ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କୁ ଜ୍ଞାନପୀଠ ପୁରସ୍କାର

ନୂଆଦିଲ୍ଲୀ-: ଆଜି ରାଷ୍ଟ୍ରପତି ଭବନରେ ସଂସ୍କୃତ ପଣ୍ଡିତ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ୨୦୨୩ ବର୍ଷ ପାଇଁ ୫୮ତମ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରିଛନ୍ତି । ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ଏବଂ ବିଶିଷ୍ଟ ଉର୍ଦ୍ଦୁ କବି ଏବଂ ଗୀତିକାର ଗୁଲଜାରଙ୍କୁ ୨୦୨୩ ପାଇଁ…
Read More...

ଭାରତ-ମିଆଁମାର ସୀମାରେ ୧୦ ଜଣ ସଶସ୍ତ୍ର ଆତଙ୍କୀ ନିହତ

ମଣିପୁର-: ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ମଣିପୁରରେ ଏବେ ଟିକିଏ ଶାନ୍ତି ଫେରିଛି  । ପୂରା ମଣିପୁର ସେନା ଛାଉଣିରେ ଘେରି ରହିଥିଲେ ବି ସ୍ଥିତି ଏବେ ବି ସୁଧୁରିନି । ଏବେ ବି ଆତଙ୍କୀ କାର୍ଯ୍ୟକଳାପ ମଣିପୁରରେ ମାଡିଚାଲିଛି । ଏହାରି ଭିତରେ ସୁରକ୍ଷାବାହିନୀଙ୍କୁ ବଡ ସଫଳତା ମିଳିଛି ।…
Read More...

ଅପରେସନ ସିନ୍ଦୁର ନାମ କିଏ ଦେଇଥିଲା ଖୁଲାସା କଲେ ରାଜନାଥ…

ଭାରତ ପାକିସ୍ତାନ ଉତ୍ତେଜନା ମଧ୍ୟରେ ଆତଙ୍କୀସ୍ତାନର ହୋସ ଉଡାଇଥିଲା ଅପରେସନ ସିନ୍ଦୁର । ପହଲଗାମ ହମଲାରେ ୨୮ ଜଣ ଲୋକ ପ୍ରାଣ ହରାଇବା ଘଟଣା ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଥିଲା । ସମସ୍ତଙ୍କ ମୁହେଁରେ ସେଇ ଗୋଟିଏ କଥା । ସିନ୍ଦୁର ପୋଛି ଦେଲା ସୁନ୍ଦରୀ ରାଇଜ କାଶ୍ମୀର । ଆତଙ୍କୀ ମାନଙ୍କୁ…
Read More...

ଶାନ୍ତିପୂର୍ଣ୍ଣ ଧାରଣାରେ ବସିଥିଲେ ଶିକ୍ଷକ ; ପ୍ରବଳ ଛେଚିଲା ପୋଲିସ

ରିପୋର୍ଟର୍ସ ଟୁଡେ୍ ବ୍ୟୁରୋ  : ଶିକ୍ଷକଙ୍କୁ ନିର୍ଧୁମ ଛେଚିଲା ପୋଲିସ । ଧାରାଣାରେ ବସିଥିବା ବେଳେ ଶିକ୍ଷକଙ୍କ ଉପରକୁ ଲାଠିଚାର୍ଜ କରିଛି ପୋଲିସ । ଗତକାଲିଠୁ ପଶ୍ଚିମବଙ୍ଗର ବିଧାନନଗରର ବିକାଶ ଭବନରେ ଶିକ୍ଷକମାନେ ଧାରଣାରେ ବସିଥିଲେ । ହଠାତ୍ ସେମାନଙ୍କ ଉପରକୁ ପୋଲିସ ଲାଠିଚାର୍ଜ କରିଥିଲା,…
Read More...

ସୀମାନ୍ତରେ ନକ୍ସଲ ବିରୋଧୀ ଏକ ବଡ଼ ଅପରେସନରେ ସିଆରପିଏଫର ଏକ ସ୍ନିଫର ଡଗ ସହିଦ

ଛତିଶଗଡ-: ସୀମାନ୍ତରେ ନକ୍ସଲ ବିରୋଧୀ ଏକ ବଡ଼ ଅପରେସନରେ ସିଆରପିଏଫ (CRPF) ର ଏକ  ସ୍ନିଫର ଡଗ ସହିଦ ହୋଇଛି । ସେହି ସ୍ନିଫର ଡଗର ନାମ K9 ରୋଲୋ ଥିଲା, ଯିଏ ବିସ୍ଫୋରକ ଚିହ୍ନଟ ଏବଂ ଆକ୍ରମଣ କରିବାରେ ପାରଙ୍ଗମ ଥିଲା । ଏହି ସାହସୀ କୁକୁରକୁ ପୂର୍ଣ୍ଣ ସମ୍ମାନର ସହିତ ଶେଷ ବିଦାୟ ଦେଇଥିଲେ…
Read More...

ଶ୍ୱାସରୋଗୀଙ୍କ ପାଇଁ ଖରାପ ବାୟୁ ଗୁଣବତ୍ତା କଦଳୀରେ ନିମ ପରି, ଆପଣ ନିଜକୁ କିପରି ରକ୍ଷା କରିବେ?

ରିପୋର୍ଟର୍ସ ଟୁଡେ୍ ବ୍ୟୁରୋ :ଦିଲ୍ଲୀର ବାୟୁମଣ୍ଡଳ ପୁଣି ଥରେ ପ୍ରଦୂଷିତ ହୋଇଯାଇଛି। ଖରାପ ବାୟୁ ଗୁଣବତ୍ତା ଆଜ୍‌ମା ଲକ୍ଷଣ, ଗୁରୁତର ଆକ୍ରମଣ ଏବଂ ହଠାତ୍ ଡାକ୍ତରଖାନାରେ ଭର୍ତ୍ତି ହେବାର ଆଶଙ୍କାକୁ ବହୁ ପରିମାଣରେ ବୃଦ୍ଧି କରେ। ବାୟୁ ପ୍ରଦୂଷଣରେ PM2.5, ନାଇଟ୍ରୋଜେନ ଡାଇଅକ୍ସାଇଡ, ଓଜୋନ…
Read More...

ପକିସ୍ତାନକୁ ଚେତାବନି, ଯଦି ଅସ୍ତ୍ର ବିରତି ଭଙ୍ଗ ହୁଏ ତାହେଲେ ଦେଖିବ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ପରେ ଭାରତୀୟ ସେନାଙ୍କୁ ଭେଟିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଗତକାଲି ରାଜନାଥ ସିଂ ଶ୍ରୀ ନଗରରେ ପହଞ୍ଚିଥିଲେ । ଆଜି ସେ ଗୁଜିରାଟର ଭୁଜ ଏୟାରବେସ ପରିଦର୍ଶନ କରି ସେନାଙ୍କୁ ଭେଟିବା ସହ ଅପରେସନ ସିନ୍ଦୁର ସମୟରେ ପରିସ୍ଥିତି ବିଷୟରେ ଆଲୋଚନା କରିଥିଲେ ।…
Read More...

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର ; ପ୍ରତିବନ୍ଧକ ହଟାଇଲେ ସରକାର 

ରିପୋର୍ଟର୍ସ ଟୁଡେ୍ ବ୍ୟୁରୋ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି, ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କ ଛୁଟି ଉପରେ ପ୍ରତିବନ୍ଧକ ଉଠାଇ ଦେଇଛନ୍ତି। ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ ସରକାର ମେ ୯ ତାରିଖରେ ଏକ ନିର୍ଦ୍ଦେଶ ଜାରି କରିଥିଲେ, ଯେଉଁଥିରେ ସମସ୍ତ…
Read More...

ଟ୍ରମ୍ପଙ୍କ ବିରୋଧରେ ଟ୍ୱିଟ୍ କରି ହଟହଟା ସାଂସଦ କଙ୍ଗନା ରଣାୱାତ ।

ରିପୋର୍ଟର୍ସ ଟୁଡେ୍ ବ୍ୟୁରୋ : ପୁଣିଥରେ ଚର୍ଚ୍ଚାରେ କଙ୍ଗନା ରାଣାୱତ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଟ୍ବିଟ୍ କରି ହଟହଟା ହେଲେ ବଲିଉଡ୍ ଅଭିନେତ୍ରୀ ବା ମଣ୍ଡି ସଂସଦୀୟ କ୍ଷେତ୍ରର ବିଜେପି ସାଂସଦ କଙ୍ଗନା ରାଣାୱତ । ସେ ଟ୍ରମ୍ପଙ୍କ ସାମ୍ପ୍ରତିକ ମନ୍ତବ୍ୟ ଉପରେ…
Read More...