ଏନକାଉଣ୍ଟରରେ ଟଳିଲେ ୭ ମାଓବାଦୀ
ମାଲକାନଗିରି: ଟଳିପଡିଲେ ୭ ମାଓବାଦୀ । ସୀମାନ୍ତ ଛତିଶଗଡ଼ ବସ୍ତରରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ। ଆବୁଝାମାଡ଼ ଜଙ୍ଗଲରେ ଆଜି ସାକଳୁ ପୁଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ବର୍ତ୍ତମାନ ସୁଦ୍ଧା ୭ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା…
Read More...
Read More...