ଭିଜିଲାନ୍ସ ଜାଲରେ କଟକ ଏସ୍ସିବି ମେଡିକାଲର ଡାଟାଏଣ୍ଟ୍ରି ଅପରେଟର

କଟକ : ଭିଜିଲାନ୍ସ ଜାଲରେ କଟକ ଏସ୍‌ସିବି ମେଡିକାଲର ଡାଟାଏଣ୍ଟ୍ରି ଅପରେଟର । ଡାଟାଏଣ୍ଟ୍ରି ଅପରେଟର ସ୍ମୃତି ରଞ୍ଜନ ସାହୁ ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ । ଏହି ଔଷଧଗୁଡିକ ସରକାର ବିନା ମୂଲ୍ୟରେ ବଣ୍ଟନ କରନ୍ତି। କିନ୍ତୁ…
Read More...

ନିରଞ୍ଜନ ରଣା ଗିରଫ: ଠକେଇ କରିବା ଅଭିଯୋଗରେ ଗିରଫ କଲା ବାଲିଅନ୍ତା ଥାନା ପୋଲିସ

ଭୁବନେଶ୍ୱର: ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା ଗିରଫ । ଜମି ଦେବା ନାଁରେ ଠକେଇ କରିବା ଅଭିଯୋଗରେ ଗିରଫ କଲା ବାଲିଅନ୍ତା ଥାନା ପୋଲିସ । ଏକାଧିକ ଲୋକଙ୍କୁ ଜମି ଓ ଘର ଦେବାକୁ କହି ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା । ଗିରଫ ପରେ ଟଙ୍କା ସହ ଗାଡି ମଧ୍ୟ ଜବତ କରିଛି ପୋଲିସ । ସୂଚନା ଅନୁଯାୟୀ,…
Read More...

ପର୍ଯ୍ୟଟକଙ୍କ ପାଇଁ ଖୋଲି ଯାଇଛି ଶିମିଳିପାଳ ଅଭୟାରଣ୍ୟ

ଶିମିଳିପାଳ: ପର୍ଯ୍ୟଟକଙ୍କ ପାଇଁ ଖୋଲି ଯାଇଛି ଶିମିଳିପାଳ ଅଭୟାରଣ୍ୟ । ତେବେ ମୌସମୀ ଋତୁ ପାଇଁ ପ୍ରାୟ ୫ ମାସ ପାଇଁ ବନ୍ଦ  ରହିଥିଲା ଶିମିଳିପାଳ ଜାତୀୟ ଉଦ୍ୟାନ  ।  ଏଥର  ପ୍ରଥମ ଥର ପାଇଁ ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ। ଖୋଲା ଜିମ୍ନି ଗାଡିରେ ବସି କୋର ଅଞ୍ଚଳ ବୁଲିବା ସହ…
Read More...

କାଲିଠାରୁ ୩ଦିନ ବିଭିନ୍ନ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କାଲିଠାରୁ ୩ଦିନ ବିଭିନ୍ନ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ ।  ପୁରୁଣା ପୂଜା ଅନୁଷ୍ଠାନକୁ ଯାଇ ମାଙ୍କ ଦର୍ଶନ କରିବେ ଓ ଲୋକଙ୍କୁ ଭେଟିବେ । ତାସହ ମନ୍ତ୍ରୀ ମଣ୍ଡଳର ସଦସ୍ୟ ମଧ୍ୟ ପୂଜା ମଣ୍ଡପ ବୁଲିବେ । ଭୁବନେଶ୍ୱର, କଟକ ସହ ନିଜ ଜିଲ୍ଲା କେନ୍ଦୁଝରରେ ବିଭିନ୍ନ ମଣ୍ଡପ ବୁଲି…
Read More...

ଜୋର୍ ଧରିଲା ଆରଆଇ ଓ ଅମିନ ପରୀକ୍ଷା ବାତିଲ୍ ଦାବି

କଟକ : ଜୋର୍ ଧରିଲା ଆରଆଇ ଓ ଅମିନ ପରୀକ୍ଷା ବାତିଲ୍ ଦାବି। ମିନ-ଆରଆଇ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଅଭିନବ ପ୍ରତିବାଦ । ଆଡମିଟ୍ କାର୍ଡକୁ ଡଙ୍ଗା କରି କାଠଯୋଡ଼ି ନଦୀରେ ଭସାଇଲେ ପରୀକ୍ଷାର୍ଥୀ ।କଟକରେ ପ୍ରତିବାଦ କରି ଜିଲ୍ଲାପାଳ ଅଫିସ ଯାଇଥିଲେ ଶତାଧିକ ପରୀକ୍ଷାର୍ଥୀ ।ପରୀକ୍ଷା ବାତିଲ୍…
Read More...

ପୋଲିସକୁ ଧାରୁଆ ଅସ୍ତ୍ରରେ ହାଣି ପାପୁଲି ଛିଡାଇ ଦେଇଥିବା ଅଭିଯୁକ୍ତକୁ ଏନକାଉଣ୍ଟର

ସମ୍ବଲପୁର: ପୋଲିସକୁ ହାଣିଥିବା ଅଭିଯୁକ୍ତକୁ ଏନକାଉଣ୍ଟର । ପୁଲିସକୁ ଧାରୁଆ ଅସ୍ତ୍ରରେ ହାଣି ପାପୁଲି ଛିଡାଇ ଦେଇଥିବା ଅଭିଯୁକ୍ତକୁ ଏନକାଉଣ୍ଟର କରିଛି ସମ୍ବଲପୁର ପୁଲିସ। ଗୁରୁବାର ସକାଳୁ ଏ.କଟାପାଲି ନିକଟ ଜଙ୍ଗଲରେ ଅଭିଯୁକ୍ତ କମଲୁ ପ୍ରଧାନଙ୍କୁ ଏନକାଉଣ୍ଟର କରାଯାଇଥିବା ସୂଚନା ମିଳିଛି।…
Read More...

କୂଅରୁ ସୁରକ୍ଷିତ ଉଦ୍ଧାର ହେଲା ଦନ୍ତା ହାତୀ

କଳାହାଣ୍ଡି / ଜନକ ପୋଡ଼: କୂଅରୁ ଉଦ୍ଧାର ହେଲା ଦନ୍ତା ହାତୀ । କଳାହାଣ୍ଡି ଜିଲା ନର୍ଲା ରେଞ୍ଜର ଜାମପଡା ଗାଁରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ିଥିବା ଦନ୍ତା ହାତୀ ଉଦ୍ଧାର ହୋଇଛି। ସୂଚନା ମୁତାବକ ବୁଧବାର ବିଳମ୍ବିତ ରାତିରେ ନର୍ଲା ରେଞ୍ଜ ଅନ୍ତର୍ଗତ ଜାମ ପଡ଼ା ନିକଟବର୍ତ୍ତୀ ଏକ…
Read More...

ଦୁର୍ଗା ପୂଜା ଅବସରରେ ରାଜ୍ୟ ବାସୀଙ୍କୁ ବିରୋଧୀ ଦଳ ନେତାଙ୍କ ଶୁଭେଚ୍ଛା

ଭୁବନେଶ୍ୱର : ପବିତ୍ର ଦୁର୍ଗାପୂଜା ଅବସରରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଓଡିଶା ବାସୀଙ୍କୁ  ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି , ମାତୃଶକ୍ତି  ଆରାଧନା ର ଏ ମହାନ ପର୍ବ ଆମ ଆଧ୍ୟାତ୍ମିକ ସଂସ୍କୃତି କୁ ଗରୀୟାନ କରିଛି ଆଦ୍ୟାଶକ୍ତିଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନକୁ ସୁଖ …
Read More...

ଚିକିତ୍ସାଧୀନ ଅବସ୍ଥାରେ ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ପରଲୋକ

ନୂଆଦିଲ୍ଲୀ:ପରଲୋକରେ ବିଶିଷ୍ଟ ଶିଳ୍ପପତି ରତନ ଟାଟା । ମୁମ୍ବାଇର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି । ତେବେ ତାଙ୍କ ମୃତ୍ୟୁ ବେଳକୁ ତାଙ୍କ ବୟସ ୮୬ ବର୍ଷ ହୋଇଥିଲା । ସୂଚାନା ଅନୁଯାୟୀ, ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ସେ ହସ୍ପିଟାଲରେ ଭର୍ତ୍ତି…
Read More...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରମେଶ ଜେନାଙ୍କୁ ଗିରଫ

ଭୁବନେଶ୍ୱର: ବନ୍ଧା ହେଲେ ପଞ୍ଚାୟତିରାଜ ବାବୁ । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବ୍ୟକ୍ତିଗତ ସଚିବ ଗିରଫ ।ବ୍ୟକ୍ତିଗତ ସଚିବ ରମେଶ ଜେନାଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରମେଶ ଜେନାଙ୍କୁ ଗିରଫ କରାଯାଇଛି । ଗତ କାଲି ୮ ଟି ସ୍ଥାନରେ ଚଢାଉ କରିଥିଲା…
Read More...