ଶ୍ରୀଜିଉଙ୍କ ‘ଖସାପଡା ଲାଗି’ ନୀତି ପାଇଁ ୪ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ୪ଘଣ୍ଟା ପାଇଁ ବନ୍ଦ ରହିବ ଶ୍ରୀ ମନ୍ଦିରରେ ସାଧାରଣ ଦର୍ଶନ । ଆଜି ସୋମବାର ଶ୍ରାବଣ ମଳ ଶୁକ୍ଳ ଷଷ୍ଟୀ ତିଥି ହୋଇଥିବାରୁ ଶ୍ରୀମନ୍ଦିରରେ ଶ୍ରୀ ବିଗ୍ରହଙ୍କ ଖସାପଡା ଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସନ୍ଧ୍ୟା ୬ ଟା ରୁ ରାତ୍ର ୧୦ ଟା ପର୍ଯ୍ୟନ୍ତ ସର୍ବ…
Read More...

ଏ ବର୍ଷର ପ୍ରଥମ ବନ୍ୟାଜଳ ଛାଡିଲା ହୀରାକୁଦ

ସମ୍ବଲପୁର: ଖୋଲିଲା ହୀରାକୁଦ୍ ଡ୍ୟାମର ଗେଟ୍ । ଏବର୍ଷର ପ୍ରଥମ ବନ୍ୟାଜଳ ଛାଡିଲା ହୀରାକୁଦ । ପୂଜାର୍ଚ୍ଚନା ପରେ ୫ ଟି ଗେଟ୍ ଖୋଲାଯାଇଛି । ଏନେଇ ତଳିଆ ଅଞ୍ଚଳକୁ ସତର୍କ କରାଇଛନ୍ତି ହୀରାକୁଦ କର୍ତ୍ତୃପକ୍ଷ । ମୌସୁମୀ ପ୍ରଭାବରେ ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ନଦୀର…
Read More...

ଆସନ୍ତା କଲି ଖୋଲିବ ହୀରାକୁଦ ଡ୍ୟାମର ୫ ଟି ଗେଟ୍

ସମ୍ବଲପୁର: ଉପରମୁଣ୍ଡରେ ପ୍ରବଳ ବର୍ଷା ଓ ଲଘୁଚାପକୁ ଦୃଷ୍ଟିରେ ରଖି ଛତିଶଗଡ଼ ସରକାର କେଲା ଓ କଲମା ଡ୍ୟାମର ସବୁ ଗେଟ୍ ଖୋଲିଦେଇଛି । ଏହା ପରେ ସମ୍ବଲପୁରସ୍ଥିତ ହୀରାକୁଦ ଡ୍ୟାମ୍ ରେ ଜଳସ୍ତର ବୃଦ୍ଧିପାଇବାରେ ଲାଗିଛି । ହୀରାକୁଦର ଜଳଧାରଣା କ୍ଷମତା ୬୩୦ ଫୁଟ ଥିବା ବେଳେ, ଏବେ ୬୨୪.08…
Read More...

ନିଖୋଜ ହୋଇଥିବା ଯୁବକଙ୍କ ମୃତ ଦେହ କେନାଲରୁ ଉଦ୍ଧାର

ପୁରୀ/ ଜୟନ୍ତ କୁମାର ସେଠି: କେନାଲରୁ ଯୁବକଙ୍କ ମୃତ ଦେହ ଉଦ୍ଧାର l ପିପିଲି ନିକଟସ୍ଥ ଜଗନ୍ନାଇପୁର ସକ୍ଷୀଗୋପାଳ କେନାଲରୁ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି l ସୂଚନା ମୁତାବକ ମୃତ ଯୁବକ ନିକଟସ୍ଥ ଜଗନାଥପୁର ପଂଚାୟତ କୃଷ୍ଣ ପୁର ଗ୍ରାମର ନରେନ୍ଦ୍ର କୁମାର ସାହୁ (ବୟସ ୫୫ ବର୍ଷ )ବୋଲି…
Read More...

ଭିତ୍ତିପ୍ରସ୍ତର ସ୍ଥାପନ ନକରି ଶିଶୁପାଳ ହୋଇ ଫେରିଲେ ବିଧାୟକ

ପୁରୀ/ ଜୟନ୍ତ କୁମାର ସେଠି: ଭିତ୍ତିପ୍ରସ୍ତର ସ୍ଥାପନ ନକରି ଶିଶୁପାଳ ହୋଇ ଫେରିଲେ ନିମାପଡ଼ା ବିଧାୟକ। ନିମାପଡ଼ା ବିଧାୟକଙ୍କୁ ବିରୋଧ କଲେ ଗ୍ରାମବାସୀ । ରାସ୍ତା ନିର୍ମାଣ କାମକୁ ନେଇ ବିରୋଧ କଲେ ଲୋକେ । ସୂଚନା ଅନୁଯାୟୀ, ନିମାପଡା ବ୍ଲକ ଅଧୀନ ଛଣିଜଙ୍ଗ ପଞ୍ଚାୟତ ଚାରିମୌଯା ନିକଟରେ…
Read More...

ଗଞ୍ଜେଇ ମାଫିଆଙ୍କ ଆକ୍ରମଣରେ ଅବକାରୀ ବିଭାଗ ଅଧିକାରୀ ଗୁରୁତର

କୋରାପୁଟ /ମନୋଜ ଦାଶ: ଅବକାରୀ ବିଭାଗ ଅଧିକାରୀଙ୍କୁ ଗଞ୍ଜେଇ ମାଫିଆଙ୍କ ଆକ୍ରମଣ । ଗତ କାଲି ବିଳମ୍ବିତ ରାତ୍ରରେ କୋଟପାଡ଼ ଥାନା ଅନ୍ତର୍ଗତ ମାଲଚାମାଲ ଜଙ୍ଗଲ ଘଡାଘାଟରେ କୋଟପାଡ଼, ବୋରିଗୁମ୍ମା, ଜୟପୁର ଅବକାରି ବିଭାଗ ମିଳିତ ଭାବରେ ଜୟପୁର ଅବକାରି IIC ଙ୍କ ତତ୍ୱାବଧାନରେ ଚଢାଉ କରିଥିଲେ ।…
Read More...

ଆଳି ଅଞ୍ଚଳରେ ବୁଲୁଛି ହେଟା

ଗୋବିନ୍ଦପୁର: ଆଳି ଧୋୟାଞ୍ଚଳର କେତୁଆପାଳ ପାଳିମୀ ରାସ୍ତାର ଏରଡଙ୍ଗ ଗ୍ରାମ ନିକଟରେ ଏକ ହେଟା ବାଘ ଦେଖିବାକୁ ମିଳିଥିଲା । ଏହି ହେଟା ବାଘଟି ରାସ୍ତା ଅତିକ୍ରମ କରୁଥିଲା । ତେବେ ଏହି ହେଟାବାଘ କେଉଁଠୁ ଆସିଲା ତାହା ଜଣାପଡିନଥିବା ବେଳେ ଏହାକୁ ନେଇ ଲୋକେ ଆତଙ୍କିତ ହୋଇ ପଡିଛନ୍ତି ।
Read More...

ମିଶନ ଶକ୍ତି ସ୍କୁଟର ଯୋଜନାକୁ କ୍ୟାବିନେଟରେ ବଜିଲା ମୋହର

ଭୁବନେଶ୍ୱର: ୧୭ପ୍ରସ୍ତାବ ଉପରେ କ୍ୟାବିନେଟ ବାଜିଲା ମୋହର । ମିଶନ ଶକ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଯୋଜନା । ମିଶନ ଶକ୍ତି ସ୍କୁଟର ଯୋଜନା କୁ କ୍ୟାବିନେଟରେ ବଜିଲା ମୋହର । ଏଥିରେ ସେମିକଣ୍ଡକ୍ଟ ଉତ୍ପାଦନ ଓ ଫାବଲେସ ନୀତିକୁ ମଞ୍ଜୁରୀ ଦିଅରଯାଇଛି । ସମବାୟ ମାର୍କେଟ ଫେଡେରେସନ ପାଇଁ…
Read More...

ସଂସଦରେ ଉଠିଲା ବାହାନଗା ରେଳ ଦୁର୍ଘଟଣା ପ୍ରସଙ୍ଗ

ନୂଆଦିଲ୍ଲୀ: ସଂସଦରେ ଚାଲିଛି ମୌସୁମୀ ଅଧିବେଶନ । ଆଜି ଦ୍ୱିତୀୟ ଦିନରେ ଉଠିଲା ବାହାନଗା ରେଳ ଦୁର୍ଘଟଣା ପ୍ରସଙ୍ଗ । ସଂସଦରେ ଉତ୍ତର ରଖିଲେ ରୋଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସିଗନାଲ ତ୍ରୁଟି ପାଇଁ ହୋଇଥିଲା ଏଭଳି ଦୁର୍ଘଟଣା । ଏହି ଦୁର୍ଘଟଣାରେ ୨୯୫ ମୃତକଙ୍କ ମଧ୍ୟରୁ ୪୧ଟି ଶବ ଚିହ୍ନଟ…
Read More...

ବିମାନ ଚଳାଚଳ ପାଇଁ ଗୋ ଫାଷ୍ଟକୁ ଅନୁମତି ଦେଲେ ଡିଜିସିଏ

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ନିୟାମକ ଡିଜିସିଏ ଘରୋଇ ବିମାନ ସେବା କମ୍ପାନି ଗୋ ଫାଷ୍ଟକୁ ବିମାନ ଚଳାଚଳ ପାଇଁ ଅନୁମତି ଦେଇଛନ୍ତି । ୨୨ଟି ବିମାନ ସହ ସେବା ଆରମ୍ଭ କରିବାକୁ କମ୍ପାନି ପ୍ରସ୍ତାବ ଦେଇଛି । ଡିଜିସିଏ ପକ୍ଷରୁ କୁହାଯାଇଛି ଯେ ଗୋ ଫାଷ୍ଟ ବିମାନ ସେବା ଆରମ୍ଭ କରିପାରିବ…
Read More...