ଜାନୁଆରି ପ୍ରଥମ ସପ୍ତାହ ରେ ହିତାଧିକାରୀଙ୍କୁ ମିଳିବ ଗହମ

ଭୁବନେଶ୍ୱର:  ଜାନୁଆରି ପ୍ରଥମ ସପ୍ତାହ ରେ ହିତାଧିକାରୀଙ୍କୁ ମିଳିବ ଗହମ | ଏନେଇ ବିଭାଗ ତରଫ ରୁ ପ୍ରସ୍ତୁତି ଜାରି | ଜିଲ୍ଲା ଅଧିକାରୀ ଦେବେ କେଉଁ ଜିଲ୍ଲା ରେ କେତେ ଆବଶ୍ୟକ ଗହମ | ଲୋକଙ୍କ ଚାହିଦା ହିସାବ ରେ ଦିଆଯିବ ଗହମ | ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଙ୍କ ସୂଚନା…
Read More...

ମା ଏବଂ ଝିଅ ନିଆଁରେ ପୋଡି ହୋଇ ମୃତ୍ୟୁ ଘଟଣା: ପୁଆ ଓ ନାତି ଗିରଫ

ସମ୍ବଲପୁର:ସମ୍ପତ୍ତି  ଲୋଭରେ ନେଇଗଲେ ଜୀବନ ।  ସମ୍ବଲପୁର ମାନେଶ୍ୱର ହାଟପଦା ରେ ମା ଏବଂ ଝିଅ ନିଆଁରେ ପୋଡି ହୋଇ ମୃତ୍ୟୁ ଘଟଣାରେ ଆସିଲା ନୂଆ ଟ୍ୱିଷ୍ଟ । ମାଆ-ଝିଅଙ୍କୁ ସମ୍ପତ୍ତି ପାଇଁ ପୁଆ ଓ ନାତି ହତ୍ୟା କରାଯାଇଥିବା ସୂଚନା ମିଳିଛି । ଏନେଇ ସଦର ଥାନା ପୋଲିସ ଉଭୟ ପୁଆ ଜଗନ୍ନାଥ…
Read More...

ଦ୍ୱିତୀୟ ପର୍ଯ୍ୟାୟରେ ଓଡିଶା ଆସିବ ଆଉ ଏକ ବାଘୁଣୀ

ମୟୁରଭଞ୍ଜ:  ପୁଣି ଓଡ଼ିଶା ଆସିବ ଆଉ ଏକ ବାଘୁଣୀ। ଶିମିଳିପାଳ ଅଭୟାରଣ୍ୟକୁ ଆସିବ ଏହି ବାଘୁଣୀ। ଦ୍ୱିତୀୟ ପର୍ଯ୍ୟାୟ ବାଘୁଣୀ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଛି ।  ଏଥିପାଇଁ ୧୦ ଜଣିଆ ସ୍ୱତନ୍ତ୍ର ଟିମ  ମହାରଷ୍ଟ୍ର ଯାଇଛି । ସେମାନେ ତଡବା ଜଙ୍ଗଲରେ ରହି  ମହାବଳର ଅନୁଧ୍ୟାନ କରିବେ ।  ଆସନ୍ତା…
Read More...

ତଥ୍ୟ ମାଗିବାରୁ ସାମ୍ବାଦିକଙ୍କୁ ଆଇଆଇସିଙ୍କ ନାଲି ଆଖି

 ବସ୍ତା / ଅଜିତ ସାହୁ:  ତଥ୍ୟ ମାଗିବାରୁ  ସାମ୍ବାଦିକଙ୍କୁ  ଆଇଆଇସିଙ୍କ ନାଲି ଆଖି । ଖାଲି ନାଲି ଆଖି ନୁହଁ ବରଂ ଡାଏରୀ (ମାମଲା) ରୁଜୁ କରିବାର ଧମକ। ନ୍ୟାୟ ପାଇଁ ବାଲେଶ୍ଵର ଏସ୍ପିଙ୍କ ନିକଟରେ  ଦ୍ବାରସ୍ଥ । ଯାହାକୁ ନେଇ ଚର୍ଚ୍ଚାରେ ବସ୍ତା ଆଇଆଇସି ଗୋବିନ୍ଦ ବେହେରା। ସୂଚନାରୁ ପ୍ରକାଶ…
Read More...

ଅର୍ଥ ଅଭାବରୁ କେହି ପାଠ ଛାଡିବେ ନାହିଁ :‘ପିଏମ ବିଦ୍ୟାଲକ୍ଷ୍ମୀ ଯୋଜନା’କୁ ମିଳିଲା କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ: ଅର୍ଥର ଅଭାବ ଥିଲେ ଏଣିକି ଅଧାରୁ ପାଠପଢ଼ା ଛାଡ଼ିବାକୁ ପଡ଼ିବ ନାହିଁ । କେନ୍ଦ୍ର ସରକାର ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ନିମନ୍ତେ ‘ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନା’ ଆରମ୍ଭ କରିଛନ୍ତି । ବୁଧବାର କେନ୍ଦ୍ର କ୍ୟାବିନେଟ୍ ଏହି ଯୋଜନାକୁ ମଞ୍ଜୁରୀ ଦେଇଛି । ଏହା ମାଧ୍ୟମରେ ବାର୍ଷିକ…
Read More...

୨୦୨୭ ଡିସେମ୍ବର ସୁଦ୍ଧା ସରିବ ଭୁବନେଶ୍ୱର ମେଟ୍ରୋ ରେଳ କାମ

ଭୁବନେଶ୍ୱର: ୨୦୨୭ ଡିସେମ୍ବର ସୁଦ୍ଧା ସରିବ ଭୁବନେଶ୍ୱର ମେଟ୍ରୋ ରେଳ କାମ । ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ସୂଚନା । ଭୂମି ଠାରୁ ୧୩ ମିଟର ଉଚ୍ଚରେ ଯିବ ମେଟ୍ରୋ ଟ୍ରେନ । ରାଜମହଲ , ଜୟଦେବବିହାର ଓ ବରଙ୍ଗରେ ଉଚ୍ଚତା ଅଧିକ ରହିବ। ପ୍ରତି ୧୦ ମିନିଟ ବ୍ୟବଧାନରେ ଚାଲିବ…
Read More...

ଆସନ୍ତା ଡିସେମ୍ବର 15ରେ OAS ପ୍ରିଲିମ ପରୀକ୍ଷା

ଭୁବନେଶ୍ୱର:  ଘୋଷଣା ହେଲା OAS ପ୍ରିଲିମ ତାରିଖ । ନୂଆ ପରୀକ୍ଷା ତାରିଖ ଘୋଷଣା କଲା ଓପିଏସସି। ଡିସେମ୍ବର ୧୫ ରେ ଓଏଏସ ପ୍ରିଲିମ୍‌ ପରୀକ୍ଷା ଅନୁଷ୍ଠିତ ହେବ। ଓଡ଼ିଶା ସିଭିଲ୍ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା ନେଇ ଓପିଏସସିରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡିଶା ଲୋକସେବା ଆୟୋଗ କରୁଛି…
Read More...

ବିଡିଓ ଓ ସାମ୍ବାଦିକ ବିବାଦ ମାମଲା: ଆଇଜିଙ୍କ ତଦନ୍ତ ଆରମ୍ଭ

ସୁବର୍ଣ୍ଣପୁର : ସୋନପୁର  ସଦର ବିଡିଓ ଓ ସାମ୍ବାଦିକ ବିବାଦ ମାମଲାରେ ଗତ କାଲି ସମ୍ବଲପୁର ଉତ୍ତରାଞ୍ଚଳ ହିଂମାଶୁ ଲାଲ ସୁବର୍ଣ୍ଣପୁର ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସ୍ଥାନୀୟ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଜିଲା ପୁଲିସ ମୁଖ୍ୟାଳୟରେ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ l ବ୍ଲକ…
Read More...

ରିହାତି ଦରରେ ଓଡିଶାରୁ ଚାରିଧାମକୁ ଗଡିବ ତୀର୍ଥଯାତ୍ରୀ ବସ

ଭୁବନେଶ୍ୱର:  ଓଡିଶାରୁ ଚାରିଧାମକୁ  ଗଡିବ ତୀର୍ଥଯାତ୍ରୀ ବସ । ରିହାତି ଦରରେ  ତୀର୍ଥକ୍ଷେତ୍ରରେ  ବୁଲିବେ ଶ୍ରଦ୍ଧାଳୁ । ଏନେଇ ସୂଚନା  ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା । ଆହୁରି କହିଛନ୍ତି ,ଆମ ରାଜ୍ୟରୁ  ଅଯୋଧ୍ୟ , ତିରୁପତିକୁ କିଭଳି ବସ ଗଡିବ ତାର ବ୍ୟବସ୍ଥା କରାଯାଇଛି । ଏବଂ…
Read More...

ପାଦୁକା ଭାବି ପିଇଲେ ଏସି ପାଣି, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଏବେବି ମନରେ ରହିଛି ଠାକୁର ବିଶ୍ୱାସ । କାହାର ଦେହ ଖରାପ ହେଲେ  ମେଡିକାଲ ବଦଳରେ ଧାଇଁ ଯାଉଛନ୍ତି ମନ୍ଦିରକୁ । କାରଣ କୁହାଯାଏ ଭକ୍ତିରେ ମିଳିଥାଏ ଶକ୍ତି । ଏହି ବିଶ୍ୱାସ କେତେବେଳେ ଅନ୍ଧ ବିଶ୍ୱାସ ରେ ପରିର୍ବତ୍ତନ ହୋଇଯାଏ  । କାରଣ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି …
Read More...