୧୦ ମିନିଟରେ ଲଗାତାର ୨ଥର ଭୂକମ୍ପ ଝଟକା
ମହାରାଷ୍ଟ୍ର : ଆଜି ସକାଳୁ ଥରିଛି ମାହାରାଷ୍ଟ୍ର । ହିଙ୍ଗୋଲିରେ ୧୦ ମିନିଟରେ ଲଗାତାର ଦୁଇଥର ଭୂକମ୍ପ ଝଟକା ଅନୁଭୂତ ହୋଇଥିବା କୁହାଯାଉଛି । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ଓ ୩.୬ ରେକର୍ଡ କରାଯାଇଥିବା କୁହାଯାଉଛି । ଭୂକମ୍ପର ପ୍ରଥମ ଝଟକା ସକାଳ ୬ଟା ୮ ମିନିଟରେ ଅନୁଭୂତ ହୋଇଥିବା…
Read More...
Read More...