ସହିମାଢ ଗ୍ରାମରେ ଏଣିକି ରହିବନି ପାନୀୟଜଳ ସମସ୍ୟା

ଯାଜପୁର/ ଜୟପ୍ରକାଶ ନାୟକ : ଆଉ ଗ୍ରାମରେ ରହିବନି ପାନୀୟଜଳ ସମସ୍ୟା । ସହିମାଢ ଗ୍ରାମରେ ହେଲା ଡୁଆଲ ସୋଲାର ପାଣିପମ୍ପ ଉଦଘାଟିତ । ଦୀର୍ଘଦିନ ଧରି ପାନୀୟ ଜଳ ସମସ୍ୟାକୁ ନେଇ ଦଶରଥପୁର ବ୍ଲକ କମାରଡ଼ିହି ପଞ୍ଚାୟତସ୍ଥ ସହିମାଢ଼ ଗ୍ରାମବାସୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇ…
Read More...

ଚାରୋଟି ବାଘ ଛାଲ ସହ ୩ଜଣଙ୍କୁ ଗିରଫ କଲା ବନ ବିଭାଗ

ରାଇରଙ୍ଗପୁର / ସତ୍ୟାନାରୟଣ ପାଲ: ଶିମିଳିପାଳ ତଥା ବାରିପଦା ବନ ବିଭାଗକୁ ମିଳିଛି ବଡ଼ ସଫଳତା। ଗୋଟିଏ କି ଦୁଇଟି ନୁହେଁ ବରଂ ଏକ ସାଗରେ ଚାରି ଚାରି ଟି ବାଘ ଛାଲ ଜବତ କରିଛି ବନ ବିଭାଗ। ବାରିପଦା ବନଖଣ୍ଡ ଅଧିନରେ ଥିବା ଡୁକୁରା ରେଞ୍ଜର ବହଳଦା ଗାଁରେ ଆଜି ବନ ବିଭାଗ ଚଢାଉ କରି ଏକ ସାଙ୍ଗରେ…
Read More...

ଶିମିଳିପାଳର ସୁରକ୍ଷା ପାଇଁ ମୟୂରଭଞ୍ଜ ପୋଲିସ ଓ ବନ ବିଭାଗର ବନ୍ଧୁକ ସଂଗ୍ରହ ଅଭିଯାନ

ରାଇରଙ୍ଗପୁର / ସତ୍ୟାନାରୟଣ ପାଲ: ଶିମିଳିପାଳ ଅଭୟାରଣ୍ୟ ଭିତରେ ପଶି ବନ୍ଧୁକ ସାହାଯ୍ୟରେ ବନ କର୍ମଚାରୀଙ୍କୁ ହତ୍ୟା ସହିତ ଜନ୍ତୁ ଶିକାର ବଢୁଥିବାରୁ ଏହାକୁ ପ୍ରତିହତ କରିବା ପାଇଁ ମୟୂରଭଞ୍ଜ ପୋଲିସ ଓ ବନବିଭାଗ ମିଳିତ ଭାବେ ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ଶିମିଳିପାଳ ସଂଲଗ୍ନ ଅଞ୍ଚଳରେ…
Read More...

ବଦଳିବ ଟ୍ୱିଟର ଲୋଗ , ଚଢେଇ ବଦଳରେ ଆସିବ ‘ଏକ୍ସ’

ନୂଆ ଦିଲ୍ଲୀ: ଉଡିଜିବ ନୀଳ ପକ୍ଷୀ ଆସିବ ‘ଏକ୍ସ’ । ବଦଳିବ ଟ୍ୱିଟରର ଲୋଗ । ନୀଳ ଚଢେଇ ବଦଳରେ ଏବେ ନୂଆ ଲୋଗ ରହିଛି ‘ଏକ୍ସ’ । ଟେସଲା କମ୍ପାନୀର ମାଲିକ ତଥା ବିଶ୍ୱର ଏକ ନମ୍ବର ଧନୀ ଏଲନ ମସ୍କ ଟ୍ୱିଟର କିଣିବା ଦିନଠାରୁ ନିୟମିତ ଏଥିରେ କିଛିନା କିଛି ପରିବର୍ତ୍ତନ କରୁଛନ୍ତି । ସୂଚନା…
Read More...

୩ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ଆସନ୍ତା କାଲି ଠାରୁ ୩ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୁରକ୍ଷାକୁ ନଜରରେ ରଖି କମିଶନରେଟ ପୋଲିସ ପକ୍ଷରୁ ୫୫ ପ୍ଲାଟୁନ ପୋଲିସ ଫୋର୍ସ ସହ ୩୦୦ ଅଫିସର ନିୟୋଜିତ ହେବେ ବୋଲି କୁହାଯାଉଛି । ମହାମହିମଙ୍କ ଗସ୍ତ ପୂର୍ବରୁ ଆଜି କଟକ , ଭୁବନେଶ୍ୱରରେ…
Read More...

ଯାନ୍ତ୍ରିକ ତ୍ରୁଟି ପାଇଁ ‘ପୋର୍ଟ ସୁଦାନ ଏୟାର ପୋର୍ଟ’ ରେ ବିମାନ ଦୁର୍ଘଟଣାଗ୍ରସ୍ତ

ଯାନ୍ତ୍ରିକ ତ୍ରୁଟି ପାଇଁ ରବିବାର ଦିନ ‘ପୋର୍ଟ ସୁଦାନ ଏୟାର ପୋର୍ଟ’ ରେ ଏକ ବଡ ଦୁର୍ଘଟଣା ଘଟିଛି । ଏଠାରେ ଏକ ସିଭିଲ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ସେନାଙ୍କ ପ୍ରଣ ହାନି ହୋଇଥିବା କୁହାଯାଉଛି । ତେବେ ଏଥିରେ ଜଣେ କୁନି ଝିଅର ଜୀବନ ରକ୍ଷା ପାଇଥିବା…
Read More...

ଶ୍ରୀଜିଉଙ୍କ ‘ଖସାପଡା ଲାଗି’ ନୀତି ପାଇଁ ୪ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ୪ଘଣ୍ଟା ପାଇଁ ବନ୍ଦ ରହିବ ଶ୍ରୀ ମନ୍ଦିରରେ ସାଧାରଣ ଦର୍ଶନ । ଆଜି ସୋମବାର ଶ୍ରାବଣ ମଳ ଶୁକ୍ଳ ଷଷ୍ଟୀ ତିଥି ହୋଇଥିବାରୁ ଶ୍ରୀମନ୍ଦିରରେ ଶ୍ରୀ ବିଗ୍ରହଙ୍କ ଖସାପଡା ଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସନ୍ଧ୍ୟା ୬ ଟା ରୁ ରାତ୍ର ୧୦ ଟା ପର୍ଯ୍ୟନ୍ତ ସର୍ବ…
Read More...

ଏ ବର୍ଷର ପ୍ରଥମ ବନ୍ୟାଜଳ ଛାଡିଲା ହୀରାକୁଦ

ସମ୍ବଲପୁର: ଖୋଲିଲା ହୀରାକୁଦ୍ ଡ୍ୟାମର ଗେଟ୍ । ଏବର୍ଷର ପ୍ରଥମ ବନ୍ୟାଜଳ ଛାଡିଲା ହୀରାକୁଦ । ପୂଜାର୍ଚ୍ଚନା ପରେ ୫ ଟି ଗେଟ୍ ଖୋଲାଯାଇଛି । ଏନେଇ ତଳିଆ ଅଞ୍ଚଳକୁ ସତର୍କ କରାଇଛନ୍ତି ହୀରାକୁଦ କର୍ତ୍ତୃପକ୍ଷ । ମୌସୁମୀ ପ୍ରଭାବରେ ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ନଦୀର…
Read More...

ଆସନ୍ତା କଲି ଖୋଲିବ ହୀରାକୁଦ ଡ୍ୟାମର ୫ ଟି ଗେଟ୍

ସମ୍ବଲପୁର: ଉପରମୁଣ୍ଡରେ ପ୍ରବଳ ବର୍ଷା ଓ ଲଘୁଚାପକୁ ଦୃଷ୍ଟିରେ ରଖି ଛତିଶଗଡ଼ ସରକାର କେଲା ଓ କଲମା ଡ୍ୟାମର ସବୁ ଗେଟ୍ ଖୋଲିଦେଇଛି । ଏହା ପରେ ସମ୍ବଲପୁରସ୍ଥିତ ହୀରାକୁଦ ଡ୍ୟାମ୍ ରେ ଜଳସ୍ତର ବୃଦ୍ଧିପାଇବାରେ ଲାଗିଛି । ହୀରାକୁଦର ଜଳଧାରଣା କ୍ଷମତା ୬୩୦ ଫୁଟ ଥିବା ବେଳେ, ଏବେ ୬୨୪.08…
Read More...

ନିଖୋଜ ହୋଇଥିବା ଯୁବକଙ୍କ ମୃତ ଦେହ କେନାଲରୁ ଉଦ୍ଧାର

ପୁରୀ/ ଜୟନ୍ତ କୁମାର ସେଠି: କେନାଲରୁ ଯୁବକଙ୍କ ମୃତ ଦେହ ଉଦ୍ଧାର l ପିପିଲି ନିକଟସ୍ଥ ଜଗନ୍ନାଇପୁର ସକ୍ଷୀଗୋପାଳ କେନାଲରୁ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି l ସୂଚନା ମୁତାବକ ମୃତ ଯୁବକ ନିକଟସ୍ଥ ଜଗନାଥପୁର ପଂଚାୟତ କୃଷ୍ଣ ପୁର ଗ୍ରାମର ନରେନ୍ଦ୍ର କୁମାର ସାହୁ (ବୟସ ୫୫ ବର୍ଷ )ବୋଲି…
Read More...