ହଆଇସିୟୁରେ ଭର୍ତ୍ତି ହେଲେ ରତନ ଟାଟା! ‘X’ ମାଧ୍ୟମରେ କହିଲେ ଏମିତି କଥା…

ଜଣାଶୁଣା ବିଜନେସ ମ୍ୟାନ ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ରତନ ନାଭାଲ ଟାଟା (୮୬) ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ସୋମବାର ସକାଳେ ତାଙ୍କୁ ଡାକ୍ତରଖାନାର ଜରୁରୀକାଳୀନ କୋଠରୀକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ରାତି…
Read More...

ବାରିପଦା, ଭଦ୍ରକରେ ଖୋଲିଲା ଚାନ୍ଦି ଭଣ୍ଡାର

ଭୁବନେଶ୍ୱର : ଆନନ୍ଦ ଓ ଉତ୍ସାହର ପର୍ବ ଦୁର୍ଗା ପୂଜାକୁ ପାଳନ କରିବା ପାଇଁ ପ୍ରସ୍ତୁତ ହେଉଛି ଓଡିଶା | ଏହି ଅବସରରେ ରାଜ୍ୟର ଅନ୍ୟତମ ଅଗ୍ରଣୀ ସିଲଭର ଚେନ ଛନ୍ଦି ଭଣ୍ଡାର ପରମ୍ପରା, ସୁନ୍ଦରତା ଏବଂ ସୂକ୍ଷ୍ମ କାରିଗରୀର ସ୍ବାଦକୁ ପ୍ରକାଶ କରୁଥିବା କଲେକ୍ସନଗୁଡିକ ଶଃ ପୂଜା ସେଲିବ୍ରେସନରେ…
Read More...

ନବ ଦାସଙ୍କ ପୂର୍ବତନ ପିଏସଓ ଚାକିରିରୁ ବହିଷ୍କୃତ

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ କିଶୋର ଦାସଙ୍କ ପୂର୍ବତନ ନିଲମ୍ବିତ ପର୍ସନାଲ ସିକ୍ୟୁରିଟ ଅଫିସର (ପିଏସ୍ଓ ) ମିତ୍ରଭାନୁ ଦେଓଙ୍କୁ ପୁଲିସ ଚାକିରି ହରାଇବାକୁ ପଡ଼ିଛି। ସେ ଏହି ହତ୍ୟା ମାମଲାରେ ପୂର୍ବରୁ ନିଜର ଦାୟିତ୍ଵ ତଥା କାର୍ଯ୍ୟରେ ଅବହେଳା କରିଥିବା ଅଭିଯୋଗରେ ନିଲମ୍ବିତ…
Read More...

ପୁରୀରେ ସମୁଦ୍ର ସଫେଇ ପାଇଁ ପ୍ରୟାସ ଆରମ୍ଭ

ପୁରୀ/ସଞ୍ଜୟ ମହାପାତ୍ର: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଠାରୁ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ସମ୍ପୂର୍ଣ ଭାରତ ବର୍ଷରେ ସ୍ୱଚ୍ଛତା ପକ୍ଷ ଆରମ୍ଭ ହୋଇଛି। ଏଥିଲାଗି ପୁରୀର ସାମାଜିକ ସାଂସ୍କୃତିକ ଧାର୍ମିକ ଓ ଅର୍ଥନୀତି ସହିତ ଜଡ଼ିତ ପୁରୀର ମହୋଦଧି ସ୍ୱଚ୍ଛତା ଓ ପବିତ୍ରତା ରକ୍ଷା…
Read More...

ଓଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ବର: ଓଓଏଏସ୍‌ ସ୍ତରରେ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ମୋଟ ୩୬ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି। ଅନାମ ଚରଣ ପାତ୍ରଙ୍କୁ କଟକ ମହାନଗର ନିଗମର କମିଶନର କରାଯାଇଛି। ଏବେ ସେ କଟକ ମହାନଗର ନିଗମର ଅତିରିକ୍ତ କମିଶନର ଅଛନ୍ତି। ଗତ ଅଗଷ୍ଟ ଶେଷ ସପ୍ତାହରେ କଟକ ମହାନଗର ନିଗମ…
Read More...

୨୭ରୁ ଭାରତ-ବାଂଲାଦେଶ ଦ୍ବିତୀୟ ଟେଷ୍ଟ୍: ତୟାର ହେଉଛନ୍ତି ରୋହିତ ବାହିନୀ

ଚେନ୍ନାଇରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ୍‌କୁ ୨୮୦ ରନ୍‌ରେ ଜିତିବା ପରେ କାନପୁରରେ ୨୭ ତାରିଖ ଠାରୁ ଆୟୋଜିତ ହେବାକୁ ଥିବା ଦ୍ବିତୀୟ ଟେଷ୍ଟ୍ ଲାଗି ତୟାର ହେଉଛନ୍ତି ରୋହିତ ବାହିନୀ। ଶୃଙ୍ଖଳାରେ କ୍ଲିନ୍ ସୁଇପ୍ ବିଜୟ ହାସଲ କରିବା ସହ ଲଗାତାର ତୃତୀୟ ବର୍ଷ ପାଇଁ ବିଶ୍ବ…
Read More...

ଧାନ ବିଲରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ମୋହନା/ତ୍ରିପତି ବିଷୋୟୀରତ୍ନ : ଆଜି ସକାଳେ ଏକ ଧାନ ବିଲରୁ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି ଅଡବା ପୋଲିସ । ମୃତକ ଜଣକ ହେଲେ ଅଡବା ଥାନା କଟାମା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜାଡ଼ିଙ୍ଗି ଗ୍ରାମର ରବି ମାଝୀ। ଗତ କାଲି ସେ ବିଲ କାମକୁ ଯାଇ ଆଉ ଫେରି ନଥିଲେ । ଆଜି ସକାଳେ ତାଙ୍କ ମୃତ ଦେହ ନିଜ…
Read More...

ନିୟମିତ ସପୁରୀ ଜୁସ୍ ପିଇଲେ ରହିବେ ଫିଟ୍

ବ୍ୟୁରୋ : ଜଣେ ବ୍ୟକ୍ତି ସୁସ୍ଥ ରହିବାକୁ କଣ କଣ ନ କରେ । ସମସ୍ତ ପ୍ରକାରର ଉପାୟ ଆପଣାଏ । ବିଶେଷ କରି ଶୀତଦିନେ ସ୍ୱାସ୍ଥ୍ୟର ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏପରି ପରିସ୍ଥିତିରେ ଶରୀରରେ ଭିଟାମିନ୍ ଏବଂ ମିନେରାଲ୍ସ ଯାହା ଦରକାର, ତାହା ଶରୀରରେ କଦାପି ଅଭାବ ହେବା ଉଚିତ୍ ନୁହେଁ ।…
Read More...

ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଦେଖିବା, ରଖିବା, ଡାଉନଲୋଡ କରିବା ଅପରାଧ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଅର୍ଥାତ୍ ୧୮ବର୍ଷରୁ କମ୍‌ ବୟସ୍କଙ୍କୁ ଅଶ୍ଳୀଳ ଭାବେ ଚିତ୍ରଣ କରିବା ଅପରାଧ। ଏଭଳି କିଛି ରାୟ ଦେଇଛନ୍ତି ପ୍ରିମକୋର୍ଟ। ନ୍ୟୁଡ୍ କଣ୍ଟେଣ୍ଟକୁ ଇଲେକ୍ଟ୍ରୋନିକ୍ସ କିମ୍ୱା ଅନ୍ୟ କୌଣସି ଫର୍ମାଟରେ ପ୍ରକାଶ କରିବା ଏବଂ ଏହାକୁ ଅନ୍ୟମାନଙ୍କୁ ପଠାଇବା ଅପରାଧ…
Read More...

ପୁଣି ମୁହାଁମୁହିଁ ହେବେ ମଣିପାଲ ଟାଇଗର୍ସ ଓ କୋଣାର୍କ ସୂର୍ଯ୍ୟାସ ଓଡ଼ିଶା

ବ୍ୟୁରୋ : ମୈଦାନରେ କମାଲ କରିବାକୁ ପ୍ରସ୍ତୁତ ହେଲାଣି ଟିମ କୋଣାର୍କ ସୂର୍ଯ୍ୟାସ ଓଡ଼ିଶା | ଏଥର ଲିଜେଣ୍ଡସ୍ ଲିଗ କ୍ରିକେଟରେ ପୁଣି ମଣିପାଲ ଟାଇଗର୍ସ ସହ ଲଢେଇ କରିବ ଇରଫାନଙ୍କ କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ଟିମ | ତେବେ ଏହି ଲିଗରେ ଶୁକ୍ରବାର କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ଚମତ୍କାର…
Read More...