ଅଟୋ ଚାଳକ  ସୌମ୍ୟ ରଞ୍ଜନ କୁଣ୍ଡୁ  ହତ୍ୟା ମାମଲା : 2 ଜଣ ଅଭିଯୁକ୍ତ କୁ ଆଜୀବନ

0

ଭୁବନେଶ୍ବର : ଭୁବନେଶ୍ବର ଡିସିପି ଅଫିସ ଆଗରେ ଅଟୋ ଚାଳକ ସୌମ୍ୟ  ରଞ୍ଜନ କୁଣ୍ଡୁ ହତ୍ୟା ମାମଲା ।  2 ଜଣ ଅଭିଯୁକ୍ତ କୁ ଆଜୀବନ କାରାଦଣ୍ଡ ।  ଏହା ସହ 10 ହାଜର ଟଙ୍କା ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ ।  ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ଜିଲ୍ଲା ଦୌରା ଜଜ ।

 ଦଫା 302 ହତ୍ୟା,  34 ipc ରେ ଦଣ୍ଡ ବିଧାନ ଶୁଣାଇଛନ୍ତି କୋର୍ଟ ।  ଅଭିଯୁକ୍ତ ମନୋଜ ଦାସ ଓ ଅଶୋକ ଦାସ ଙ୍କୁ ଆଜୀବନ ।  ଗତ 30 .8. 2022 ବିଳମ୍ବିତ ରାତିରେ ଭୁବନେଶ୍ବର ଡିସିପି ଅଫିସ ସାମ୍ନାରେ ସୌମ୍ୟ ରଞ୍ଜନ କୁଣ୍ଡୁଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ହତ୍ୟାକରି।