ବୈକୁଣ୍ଠଧାମ ଆଶ୍ରମ ମାମଲା: ୩ରେ ହାଇକୋର୍ଟଙ୍କ ଶୁଣାଣି

0

ଭୁବନେଶ୍ୱର  : ହାଇକୋର୍ଟରେ ବୈକୁଣ୍ଠଧାମ ଆଶ୍ରମ ମାମଲା । ଯୋଗ ସ୍କୁଲ ପାଇଁ ମିଳିଥିବା ଅନୁମତିପତ୍ର ନକଲି ପ୍ରସଙ୍ଗ । ଚିଠି ଯଦି ନକଲି ତେବେ ସତ୍ୟପାଠ ଦିଅ କହିଛି ହାଇକୋର୍ଟ । ଉଛଦେ  ରୋକିବାକୁ ଏହି ଚିଠି କୋର୍ଟରେ ଦର୍ଶାଯାଇଥିଲା । ଏହି ଆଧାରରେ କୋର୍ଟ କଟକଣା ଲଗାଇଥିଲେ । ଉଛେଦ ଉପରେ କଟକଣା  ଲଗାଇଥିଲେ କୋର୍ଟ । ଆଗକୁ ମଧ୍ୟ ଏହି କଟକଣା ଜାରି ରହିବ । ଜାନୁଆରୀ ୩ରେ ଏହାର ପରବ ର୍ତ୍ତୀ ଶୁଣାଣି ହେବ ।