ଭୁବନେଶ୍ୱର; ମିଳିଲା ଠକ ଦମ୍ପତ୍ତିଙ୍କୁ ଜାମିନ । ହାଇକୋର୍ଟରୁ ହଂସିତା ଅଭିଲିପ୍ସା ଓ ଅନୀଲ ମହାନ୍ତିଙ୍କୁ ମିଳିଲା ଜାମିନ । ୫୦ ହଜାର ଟଙ୍କା ଜଣେ ଜାମିନଦାରଙ୍କ ବଦଳରେ ଜାମିନ୍ ମିଳିଛି । ତେବେ ହାଇକୋର୍ଟ ପାସପୋର୍ଟ ସରେଣ୍ଡର କରିବାରୁ ସର୍ତ୍ତ ରଖିଛନ୍ତି । ଏପରିକି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ. ମିଶ୍ରଙ୍କ ଝିଅ ଜ୍ୱାଇଁ ବୋଲି ପରିଚୟ ଦେଇ ମଧ୍ୟ ଲୋକଙ୍କୁ ଠକିଥିବା ଅଭିଯୋଗ ଆସିଥିଲା । ଯାହାକୁ ଆଧାର କରି ଆୟକର ବିଭାଗ ହଂସିତାଙ୍କର ବିଭିନ୍ନ ଠିକଣାରେ ରେଡ୍ କରିଥିଲା