ପୁରୀ / ସଞ୍ଜୟ ମହାପାତ୍ର : ବାଙ୍ଗଲାଦେଶରେ ଚାଲିଥିବା ସାଂପ୍ରଦାୟିକ ହିଂସାକାଣ୍ଡକୁ ନେଇ ପୁରୀ ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକ ଗଢିଛନ୍ତି ଏକ ବାଲୁକାକଳା। ଏଥିରେ ସାଂପ୍ରଦାୟିକ ହିଂସାକାଣ୍ଡରୁ ଦୁରେଇ ରହିବା ସହ ଧାର୍ମୀକ ଆକ୍ରମଣ ବନ୍ଧ କରିବାକୁ ବାଲୁକାକୃତି ଜରୀଆରେ ଆହ୍ୱାନ ଦେଇଛନ୍ତି। ବାଙ୍ଗ୍ଲଲାଦେଶରେ ହିଂସା ଛାଡି ଶାନ୍ତି ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି ସୁଦର୍ଶନ।