ପାକିସ୍ତାନରେ ବ୍ୟାନ ହେବ ଟିକଟକ

0

(ପ୍ରିୟଦର୍ଶନୀ ସ୍ୱାଇଁ): ପାକିସ୍ତାନରେ ବନ୍ଦ ହେବ ଟିକଟକ । ଏନେଇ ଏକ ଅଭିଯୋଗ ଦାଖଲ କରିଛନ୍ତି ଜଣେ ଓକିଲ । ଓକିଲଙ୍କ ଅଭିଯୋଗ ହେଲା,ପାକିସ୍ତାନ ରେ ଅଶ୍ଳୀଳତାକୁ ପ୍ରଶ୍ରୟ ଦେଉଛିି । ଟିକଟକ ଏକ ଭିନିସ ରିଆରିଙ୍ଗ ଆପ । ଏହା ସମାଜ ଉପରେ ନକାରତ୍ମକ ପ୍ରଭାବ ପକାଉଛି । ଏଥିରେ ବ୍ଲାକମେଲ ସହ ଉପô୍ୀଡ଼ନ ଆରମ୍ଭ ହୋଇଯାଇଛି । ଏହା କେବଳ ମନୋରଞ୍ଜନ ପାଇଁ ପ୍ରଯୁଜ୍ୟ । ଏହାକୁ ଅନୁଚିତ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିବାରୁ ପାକିସ୍ତାନରେ ଟିକଟକ ବ୍ୟାନ ପାଇଁ ଓକିଲ ଅଭିଯୋଗ ଦାଖଲ କରିଛନ୍ତି । ତେବେ ପୂର୍ବରୁ ଅନେକ ଥର ଏପ୍ରସଙ୍ଗ ଉଠିଥିଲେ ମଧ୍ୟ କୌଣସି ପଦକ୍ଷେପ ହୋଇନାହିଁ ।