କଟକ ମେଜରଙ୍କ ବାନ୍ଧବୀଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ

0

ଭରତପୁର;ମେଜରଙ୍କ ବାନ୍ଧବୀଙ୍କୁ ଜାମିନ । କଟକ ମେଜରଙ୍କ ବାନ୍ଧବୀଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ ।କାଲି ଶୁଣାଣି ଅସମାପ୍ତ ରଖି ଆଇଓଙ୍କୁ ହାଜର ନିର୍ଦ୍ଦେଶ କରିଥିଲେ କୋର୍ଟ। ଭରତପୁର ଥାନା ଗଣ୍ଡଗୋଳ ମାମଲାରେ ଯୁବତୀଙ୍କୁ ଗିରଫ କରାଯାଇଥିଲା।ଘଟଣାକୁ ନେଇ ଆଜି ଭରତପୁର ଥାନାର ୫ ଜଣଙ୍କୁ ନିଲମ୍ବିତ କରାଯାଇଛି।ଆଇଆଇସି, ଜଣେ ଏସଆଇ,୨ ଏଏସଆଇଙ୍କୁ ନିଲମ୍ବିତ କରାଯାଇଛି।