ଦୁଲଣାପୁର ପୁର୍ବତନ ସରପଞ୍ଚଙ୍କ ଘରେ ଭିଜିଲାନ୍ସ ରୋଡ

0

ବାଙ୍କୀ: ପୂର୍ବତନ ସମରପଞ୍ଚଙ୍କ ଘରେ ଭିଜିଲାନ୍ସ ରେଡ । ଆଜି ଏକା ସାଙ୍ଗରେ ଦୁଳଣାପୁର ସ୍ଥିତ ତିନି ମହଲା ଘର ଏବଂ କଟକ ତୁଳସୀ ଶଶୁର ଘର ଏବଂ ପେଟ୍ରେଲ ପମ୍ପରେ ଚଢାଉ କରିଥିଲା ଭିଜିଲାନ୍ସ । ୨୦୧୯ ରୁ ୨୦୨୧ ପର୍ଯ୍ୟନ୍ତ ସରପଞ୍ଚ ଥିବା ସମୟରେ ବିଭିନ୍ନ ଯୋଜନାରେ ଘୋଟାଲା କରିଥିଲେ । ଏନେଇ ତାଙ୍କ ବିରୋଧରେ ସ୍ଥାନୀୟ ଲୋକ ଅଭିଯୋଗ କରିଥିଲେ । ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ପରେ ଭିଜିଲାନ୍ସ ଆଜି ଚଢାଉ କରିଛି । ବିଶେଷ କରି ମନରେଗା ଯୋଜନାରେ ଲକ୍ଷାଧିକ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି ।