୫ ଟି ମାମଲାରେ ନିର୍ଦ୍ଦୋଷରେ ଖଲାସ ହେବା ପରେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା

0

ଭୁବନେଶ୍ୱର; ସବୁ ମାମଲାରେ ପ୍ରଦୀପ ପାଣିଗ୍ରାହୀ ନିର୍ଦ୍ଦୋଷ । ସାଂସଦ ପ୍ରଦୀପ ପାଣିଗ୍ରାହୀ ସମସ୍ତ ମାମଲାରେ ଦୋଷମୁକ୍ତ । ଆଜି ୩ଟି ମାମଲାରୁ ଦୋଷମୁକ୍ତ କଲେ ବ୍ରହ୍ମପୁର JMFC ଗ୍ରାମାଞ୍ଚଳ । ଟାଟାରେ ଚାକିରି ନାଁରେ ଠକେଇ ଅଭିଯୋଗ ମାମଲାରେ ନିର୍ଦ୍ଦୋଷ ।  କାଲି ୨ଟି  ଆଜି ୩ଟି ମାମଲାରୁ ଦୋଷମୁକ୍ତ କଲେ କୋର୍ଟ । ସେପଟେ ନିର୍ଦ୍ଦୋଷ ମୁକ୍ତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି  ପ୍ରଦୀପ ପାଣିଗ୍ରାହୀ। କହିଛନ୍ତି ମତେ ଆଜି ରିଲିଫ ମିଳିଛି ।  ପ୍ରତ୍ୟେକ ମାସ ରେ ୧୦ ଟି କେଶ ପଡେ। ପ୍ରସ୍ତୁତ ହେବା ୪ ରୁ ୫ ବର୍ଷ ମୂଲ୍ୟବାନ ସମୟ ବିତିଛି ।  ସଂଗଠିତ ଭବେ ଯୋଜନା କରି ମତେ ଫସେଇବା, ପ୍ରଭୁ ଜଗନ୍ନାଥ ଙ୍କ ଆଶ୍ରିବାଦ ରୁ ଏ ଯେତେ ମଣିଷ କୃତ ଫସେବା ପାଇଁ ଚେଷ୍ଟା କରିଥିଲେ କୋର୍ଟ ନିର୍ଦୋଷ ରେ ଖଲାସ ହେବି ।  ବାପା ମା ନାହାନ୍ତି ଏମିତି ପୁଅ ଜନ୍ମ ହେଇଥିଲି ପୁଅ, ଝିଅ ସ୍କୁଲ ରେ ପଢିଲା ବେଳେ ପିଲା ଯାହା କହୁଥିଲେ ।  ସ୍ତ୍ରୀ ବି ରିଲିଫ ହେଲେ ।

 

ବହୁତ ଅସୁବିଧା ହେଉଥିଲା।  ୨ ଟି କେଶ ଅଛି ଭିଜିଲାନ୍ସ ରେ ।  ବିଗତ ୫ ବର୍ଷ ରେ ଡିସେମ୍ବର ୨୯ ରେ ମତେ ଦଳ ରୁ ନିଲମ୍ବନ କଲେ ଜ୍ଝ ସେଦିନ କହିଥିଲି ଫସେଇବା ପାଇଁ ମିଛ କେଶ ଥିଲା ।  ଜନ ବିରୋଧୀ ଆରୋପ ଆଣିଥିଲେ । ସେତବେଳେ ଜେଲ ରେ ଥିବା ବେଳେ ନ୍ୟୁଜ ଦେଖୁଥିଲି। ଜେଲ ରୁ ବାହାରିଲା ପରେ ହୃଦୟରୁ ପ୍ରଶ୍ନ କରୁଛନ୍ତି । ମିଡ଼ିଆ କୁ ଶ୍ରେୟ ଦେବି ।  ସରକାର ପରିବର୍ତ୍ତନ ହୋଇଛି ।  ଯେଉଁ ମାନେ ଜନ ବିରୋଧୀ କହିକି ମତେ ଡିସେମ୍ବର ୨୯ ରେ ବାହାର କରିଥିଲେ ଓଡ଼ିଶା ବାସି ପୁରସ୍କାର ଦେଲେ। ଯେତକି ବଦନାମ କରିଥିଲେ ରହସ୍ୟ ଅଛି । ନବୀନ ବାବୁ ଙ୍କୁ ଆଜି କହିବି ମୋ ପୁରୁଣା ବସ । ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କ ବହୁତ ଡ୍ୟୁଟି ଥିଲା ଜିଲ୍ଲା ସଭାପତି ଗିରଫ ହେବେ ସେ କିଛି କହିଲେନି ।

 

 

ସାର ଆପଣ ଏବେ ନାହାନ୍ତି କୁଆଡେ ଯାଇଛନ୍ତି ଆପଣଙ୍କ ଶିଷ୍ୟ  ଲକ୍ଷ କରୁଛି ଆପଣଙ୍କ ପାଞ୍ଜି ଖୋଲିବି। କାର୍ତ୍ତିକ ଯାହା କହିଥିଲା ମାନେ ଅଛି, ନନ୍ଦନକାନନ ପାଖରେ ଗୋଟେ ଜାଗାରେ ବସିକି ପ୍ଲାନ କରିଥିଲେ । କାର୍ତ୍ତିକ ଗୋଟେ ମେଟ୍ରିଆଲ ନୁହେଁ। ଓଡ଼ିଶାରେ ହାଇଫ ହେଇଯାଇଛି । ମଜ୍ଞ ଅଫିସ କୁ କଲେକ୍ନ କରିବାରେ ନବୀନ ଦେଖିଛନ୍ତି ।ଗଞ୍ଜାମ ରେ ଲେଖା ଛିଡ଼ିଲା । ୫୧ ଟି ଗଣ୍ଠି ଅଛି ବିଜେଡି ଭାଙ୍ଗିବ । ମୋ ମନ ଶାନ୍ତି ହେବନି । କୁକୁଡ଼ା ବେଙ୍ଗ ବବି ଆଉ ଅଚ୍ୟୁତ । ମୁଖ୍ୟମନ୍ତ୍ରୀ ଙ୍କ ଆଦାର ନ ହେଲା ପରେ କିଛି ହବନି । ଜେଲ ଭିତରେ ବହୁତ ହଇରାଣ କରାଯାଇଛି ।