୧୪ରୁ ପଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଓଡିଶା By Minu Sahoo On Jan 4, 2025 0 Share କେନ୍ଦ୍ରାପଡା : ୧୪ରୁ ପଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ ରହିବ । କୁମ୍ଭୀର ଗଣନା ପାଇଁ ୧୪ରୁ ୨୧ ଯାଏଁ ବନ୍ଦ ରହିବ ଭିତରକନିକା । ପ୍ରଥମ କରି ଭିତରକନିକା ବାହାର ନଦୀନାଳରେ ମଧ୍ୟ ଗଣନା ହେବ । ଏନେି ସୂଚନା ଦେଲେ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ । Odishareporterstoday 0 Share FacebookTwitterGoogle+ReddItWhatsAppPinterestEmail