ଭୁବନେଶ୍ୱର IIT  ଛାତ୍ରୀଙ୍କ ଆତ୍ମହତ୍ୟା | ହଷ୍ଟେଲର ପଞ୍ଚମ ମହଲା ଛାତରୁ ଡେଇଁ ମୃତ୍ୟୁ

0

ଭୁବନେଶ୍ୱର : ଭୁବନେଶ୍ୱର IIT ଛାତ୍ରୀଙ୍କ ଆତ୍ମହତ୍ୟା | ହଷ୍ଟେଲର ପଞ୍ଚମ ମହଲା ଛାତରୁ ଡେଇଁ ମୃତ୍ୟୁ | ମୃତକ ହେଲେ ଦିଲ୍ଲୀର କୃତ୍ତିକା ରାଜ | କୃତିକ ବିଟେକ ତୃତୀୟ ବର୍ଷ ଛାତ୍ରୀ | ମୃତ ଦେହକୁ ଉଦ୍ଧାର କରି କ୍ୟାପିଟାଲ ହସପିଟାଲରେ ରଖା ଯାଇଛି | ମୃତ ଛାତ୍ରୀ ଙ୍କ ପରିବାର ଦିଲ୍ଲୀରୁ ଆସିଲା ପରେ ସବ ବ୍ୟବଚ୍ଛେଦ କରାଯିବ | ପୋଲିସ ଘଟଣା ସ୍ଥଳକୁ ଜାଇ ତଦନ୍ତ ଚଳାଇଛି | ଆତ୍ମହତ୍ୟା ର କାରଣ ସ୍ପଷ୍ଟ ହୋଇନାହିଁ |10ଦିନ ତଳେ ଘରୁ ଆସିଥିଲେ କୃତିକା | କିଛି ଦିନ ହେଲାଣି ଚୁପ ଚାପ ରହୁଥିଲେ |