ଭୁବନେଶ୍ୱର କେଶୁରା ଛକରେ ହିଟ ଆଣ୍ଡ ରନ ମାମଲା ଓଡିଶା By Chinmayee Swain On Dec 23, 2024 0 Share ଭୁବନେଶ୍ୱର କେଶୁରା ଛକରେ ହିଟ ଆଣ୍ଡ ରନ ମାମଲା। ଜଗନ୍ନାଥ ମନ୍ଦିର ନିକଟରେ ଦୁର୍ଘଟଣା।ବେପରୁଆ କାର ଚାଲନାରେ ତିନି ଗାଡ଼ି ଦୁର୍ଘଟଣା ଗସ୍ତ। ଫଳରେ ୭ ଜଣ ଗୁରତର । ସେମଧ୍ୟରୁ ତିନି ଜଣ ଆହତ। ସମସ୍ତ ଗୁରୁତର ମେଡିକାଲରେ ଭର୍ତ୍ତି । କାର ଚାଳକ ବଡଗଡ ଥାନାରେ ଅଟକ । #bhubaneswar #accident #odisha 0 Share FacebookTwitterGoogle+ReddItWhatsAppPinterestEmail