(ହରପ୍ରସାଦ ବିଶୋଇ /ମୃତ୍ୟୁଞ୍ଜୟ ଭୋଇ) : ବିଧାନସଭାର ସମ୍ମିଳନୀ କକ୍ଷରେ ବିଧାୟକ ଓ ବିଧାୟିକାଙ୍କ ନିମନ୍ତେ ଚାଲିଥିବା ଦୁଇ ଦିନିଆ ପ୍ରଶୀକ୍ଷଣ ଶିବିରର ଦ୍ୱିତୀୟ ଦିନରେ କିପରି ଜଣେ ପ୍ରଭାବୀ ବିଧାୟକ ହୋଇପାରିବେ ସେନେଇ ପ୍ରଶିକ୍ଷଣ ଦିଆଯାଉଛି । ଦଳର ସ୍ୱାର୍ଥରୁ ଉପରକୁ ଯାଇ ସମସ୍ତଙ୍କ ସହ ଭଲ ସଂମ୍ପର୍କ ରଖିବା ,କାହା ମାନସିକତାକୁ ଆଘାତ ନଦେବା ,ସମାୟୁନି ବର୍ତିତାହେବା ଆଦି ଗୁରୁତ୍ୱ ପୁର୍ଣ୍ଣ ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିବା ସୁଚନା ଦେଇଛନ୍ତି କୃଶିି ମନ୍ତୀ ଅରୁଣ ସାହୁ ।
ନୁତନ କରି ବିଧାନ ସଭାକୁ ଆସିଥିବା ବିଧାୟକ ବିଧାୟକା ମାନେ ଶୃଙ୍ଖଳା ଓ ସମାୟୁନି ବିରତିତା ଓ ଦେଶର ବିକାଣ ପାଇଁ ନିଜର ମାନସୀକତା ଏବଂ ନିଜର ମୋରାଲିଟିିକୁ କିପରୀ ଗୁରୁତ୍ୱ ଦେଲେ ସେନେଇ ପ୍ରତିକ୍ର୍ରୀୟା ରଖିଛନ୍ତି ।