ପିଏମ୍ ଆବାସ ଯୋଜନାକୁ ନେଇ ବଜେଟରେ ବଡ ଘୋଷଣା

0

ନୂଆଦିଲ୍ଲୀ: ୨୦୨୩-୨୪ କେନ୍ଦ୍ର ବଜେଟ୍‌ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ | ମଧ୍ୟବିତ୍ତ ଶ୍ରେଣୀକୁ ସୁହାଇବା ଭଳି ବିଭିନ୍ନ ଭିତ୍ତିଭୂମି, କୃଷି ଓ ଆୟକର ଆଦି ଉପରେ ବିଶେଷ ଧ୍ୟାନ ଦେଇ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପନ କରିଛନ୍ତି।

ବଜେଟ ଉପସ୍ଥାପନାରେ ସାମିଲ ହୋଇଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବ୍ୟୟ ବରାଦ ୭୯,୦୦୦ କୋଟିକୁ ବୃଦ୍ଧି | ଆଗକୁ ନିର୍ବାଚନ ଥିବାରୁ କେବଳ ପ୍ରଧାନମନ୍ତ୍ରୀ ଆବାସ ପାଇଁ ୬୬% ବା ୭୯ ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।