BIG BREAKING : ବିନା ଡକ୍ୟୁମେଣ୍ଟ ବାଂଲାଦେଶୀଙ୍କୁ ଚିହ୍ନଟ କରାଯାଇ ନିଆଯିବ କାର୍ଯ୍ୟାନୁଷ୍ଠାନ

0

ଭୁବନେଶ୍ୱର : ରାଜ୍ୟରେ ଥିବା ବାଂଲାଦେଶୀଙ୍କୁ ଚିହ୍ନଟ କରାଯିବ । ଯଦି କେହି ବିନା ଡକ୍ୟୁମେଣ୍ଟରେ ବସବାସ କରୁଥାନ୍ତି । ତେବେ ତାଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିଆଯିବ । ଓଡିଶାକୁ ଏପର୍ଯ୍ୟନ୍ତ କେହି ଅନୁପ୍ରବେଶ କରିଥିବା ସୂଚନା ନାହିଁ । ସୀମାକୁ ଜଗିବାକୁ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡା ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ମାନେ ବିନା ପ୍ରମାଣପତ୍ର ଅଛନ୍ତି ସେମାନଙ୍କୁ ତାଙ୍କ ଦେଶକୁ ପଠାଇଦିଆଯିବାର ବ୍ୟବସ୍ତା କରାଯିବ । ଏନେଇ ସୂଚନା ଦେଇଛନ୍ତି, ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ।