ବିଜେଡି ପଦଯାତ୍ରା

0

(ମାନସ କୁମାର ପ୍ରଧାନ): ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଜନ ସଂମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଜାଇଛି । ଏହି ପଦଯାତ୍ରାରେ ଭାପୁର ବ୍ଲକ ଉପାଧ୍ୟକ୍ଷ ଗୟାଧର ପରିଡାଙ୍କ ନେତୁତ୍ବରେ ସତାଧିକ ବିଜେଡି କର୍ମି ଓ ସେନା ଏହି ଜନସମ୍ପର୍କ ପଦଜାତ୍ରାରେ ସାମିଲ ହୋଇଥିଲେ । ରାଜ୍୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖି କାର୍ଯ୍ୟକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ଏହାର ମୂଖ୍ୟ ଉଦ୍ଦେଶ୍ୟ । ଏହାସହ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ , ବିକାଶମୁଖି କାର୍ଯ୍ୟକୁ ଜନ ସାଧାରଣଙ୍କ ପାଖରେ ପହଞ୍ଚାଇବା ସହ କେନ୍ଦ୍ର ସରକାରକାରଙ୍କ ଜନ ବିରୋଧି କାର୍ଯ୍ୟକଳାପ ବିଷୟରେ ଜନ ସଚେତନତା ସୃଷ୍ଟି କରିବା ଏହି ପଦଜାତ୍ରାର ମୁଳ ଲକ୍ଷ ବୋଲି ଭାପୁର ବ୍ଲକ ଉପାଧ୍ୟକ୍ଷ ଗୟାଧର ପରିଡା କହିଛନ୍ତି ।