(ତାରାକାନ୍ତ ନାୟକ): ସାଲେପୁର ସଉରୀହାଟଠାରେ ମହାସମାରୋହରେ ବିଜୁ ଜନତା ଦଳର ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ମନ୍ତ୍ରୀ ଉଷା ଦେବୀ, ରାଜ୍ୟ ବିଜୁ ଜନତା ଦଳର ମହିଳା ସଭାପତି ପ୍ରମିଳା ମଲ୍ଲିକ, କଟକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିରେଖା ନାୟକ, ସାଲେପୁର ବିଜୁ ଜନତା ଦଳର ମହିଳା ସଭାପତି ରାଜଶ୍ରୀ ଜେନା, ବିଜେଡି ଜିଲ୍ଲାସ୍ତରୀୟ ମହିଳା ନେତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।