ବାଇକକୁ ପଛରୁ ପିଟିଲା ପିକଅପ ; ବାଇକ ଆରୋହୀଙ୍କ ମୃତ୍ୟୁ

0

ରାଜଧାନୀରେ ଦୁର୍ଘଟଣାରେ ଜଣେ ମୃତ । ବାଇକକୁ ପଛରୁ ପିଟିଲା ପିକଅପ ଗାଡି । ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ପିକଅପ ଗାଡିକୁ ଥାନାରେ ଅଟକ ରଖାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଡାକ୍ତରଖାନା ପଠାଇଛି ।