ଉଦଘାଟନ ହେଲା ବିଂଝାରପୁର ପ୍ରେସ୍ ଫୋରମ୍

0

ବିଂଝାରପୁର (ରାଣାପ୍ରତାପ ମହାପାତ୍ର) : ମହାବିଷୁବ ସଂକ୍ରାନ୍ତିରେ ଯାଜପୁର ଜିଲ୍ଲା ବିଂଝାରପୁରରେ ଉଦଘାଟନ ହୋଇ ଯାଇଛି ବିଂଝାରପୁର ପ୍ରେସ୍ ଫୋରମ୍। ଆୟୋଜିତ ସଭାରେ ଫୋରମ୍ ର ସଭପତି ସାମ୍ୱାଦିକ ରାଣାପ୍ରତାପ ମହାପାତ୍ରଙ୍କ ସଭାପତିତ୍ଵରେ ମୁଖଅତିଥି ଭାବରେ ବିଧାୟିକା ପ୍ରମିଳା ମଲିକ, ମୁଖ୍ୟବକ୍ତା ଆମ ଓଡ଼ିଶା ଅଧକ୍ଷ ଶ୍ରୀଯୁକ୍ତ ସୌମ୍ୟରଂଜନ ପଟ୍ଟନାୟକ, ଏସ ୟୁଜେ ରାଜ୍ୟ ସଭାପତି କୈଳାସ ଚନ୍ଦ୍ର ନାୟକ, ବିଶିଷ୍ଠ ସାହିତ୍ୟିକ ଅମିୟ ପାଣ୍ଡବ, ଆଉରାର ରାଜ୍ୟ ସଭାପତି ସୁଧାଂଶୁ ଶେଖର ରାଉତ ଓ ବ୍ଲକ୍ ଅଧକ୍ଷା ରଞ୍ଜିତା କୁମାରୀ ଦାସ ଯୋଗଦେଇଥିଲେ।