(ରିପୋର୍ଟସ ଟୁଡ଼େ)ଭଦ୍ରକ: ସାରା ରାଜ୍ୟରେ ନିର୍ବାଚନୀ ମାହୋଲ । ଚଳିତ ନିର୍ବାଚନୀ ରେ ସମସ୍ତ ରାଜନେତାଙ୍କ ପୁତ୍ର ନିର୍ବାଚନୀ ଲଢୁଛନ୍ତି । ଭଦ୍ରକ ବାସୁଦେବପୁର ଆସନରେ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟ ପ୍ରାର୍ଥୀ ହୋଇଛନ୍ତି । ଏ ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ସେପଟେ କୃଷି, ଶିକ୍ଷା, ଜଳସେଚନ ଓ ରାସ୍ତାଘାଟ ସମସ୍ୟା ଉପରେ ଗୁରୁତ୍ୱ ଦେବେ ବୋଲି ବିଷ୍ଣୁବ୍ରତ କହିଛନ୍ତି ।ଏବଂ ଅଞ୍ଚଳବାସୀଙ୍କ ସାଥିରେ ସର୍ବଦା ରହିଛନ୍ତି ବୋଲି କହିଛନ୍ତି ।