ପ୍ରେମିକା ଆତ୍ମହତ୍ୟା ପରେ ବିଷପିଲେ ପ୍ରେମିକ

0

ବ୍ରହ୍ମପୁର : ପ୍ରେମିକା ଆତ୍ମହତ୍ୟା ପରେ ପ୍ରେମିକର ଆତ୍ମହତ୍ୟା ଉଦ୍ୟମ । ହିଂଜିଳି ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା ।
ସୂଚାନା ଅନୁଯାୟୀ, ଜଣେ କଲେଜ ଛାତ୍ରୀ ବେକରେ ଚୁନି ଲଗାଇ ଆତ୍ମହତ୍ୟା କରିଥିଲେ ପରେ ପ୍ରେମିକ ଖବର ପାଇ ନିଜକୁ ଅସହାୟ ମନେ କରି ବିଷପି ଦେଇଥିଲେ । ପରେ ତାଙ୍କୁ ଗରୁତ୍ୱର ଅବସ୍ଥାରେ ହିଂଜିଳି ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ଏମ କେ ସିଜି ମେଡିକାଲକୁ ସ୍ଥାନନ୍ତର କରାଯାଇଥିଲା । ବର୍ତ୍ତମାନ ସେ ଚିକିତ୍ସା ଧୀନ ଅବସ୍ଥାରେ ଅଛନ୍ତି । ଚେତା ଫେରିବା ପରେ ଘଟଣା ରହସ୍ୟ ଉନ୍ମୋଚିତ ହବ ବୋଲି କୁହାଯାଉଛି ।