କଳିଙ୍ଗ ରଥ ସମ୍ମାନରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ସମ୍ମାନିତ

0

କଟକ: କଳିଙ୍ଗ ରଥ ସମ୍ମାନରେ ସମ୍ମାନିତ ହେଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ଆଜି ଆଦିକବି ଶାରଳା ଦାସଙ୍କ ୬୦୦ତମ ଜନ୍ମବାର୍ଷୀକ ପାଳନ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ କଳିଙ୍ଗ ରତ୍ନ ସମ୍ମାନରେ ସମ୍ମାନିତ କର।।ଯାଇଛି ଆନ୍ଧ୍ରରାଜ୍ୟପାଳଙ୍କୁ । ଏହି ଉତ୍ସବରେ ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ଆଜି ଅପରାହ୍ନରେ ଉପରାଷ୍ଟ୍ରପତି ଆକାଶପଥରେ ହେଲିକପ୍ଟରଯୋଗେ କଟକ ଯାତ୍ରା କରିଛନ୍ତି ।