(ରିିପୋର୍ଟସ ଟୁଡ଼େ / ଆଦର୍ଶ ରାଉତ): ବିଜେଡ଼ିକୁ ଫେରିଲେ ଦୁର୍ଯ୍ୟେଧନ ମାଝି । ଖରିଆର ବିଧାୟକ ଦୁର୍ଯ୍ୟୋଧନ ମାଝୀ । ନବୀନ ନବାସରେ ପହଞ୍ଚି ବିଧିବଦ୍ଧ ଭାବେ ସେ ଦଳରେ ଯୋଗ ଦେଇଛନ୍ତି । ବିଜେପିରୁ ଟିକେଟ ନ ପାଇ ଅସନ୍ତୋଷ ଜାହିର କରି ସେ ବିଜେଡ଼ିରେ ଯୋଗ ଦେଇଛନ୍ତି । ପୂର୍ବରୁ ସେ ବିଜେଡ଼ି ସାମିଲ ଥିଲେ । ପରେ ସେ ବିଜେପିରେ ଯୋଗ ଦେଇଥିଲେ । ପୁନର୍ବାର ସେ ବିଜେପି ଛାଡ଼ି ବିଜେଡ଼ିରେ ସାମିଲ ହୋଇଛନ୍ତି । ।