(ତ୍ରିଲୋଚନ ରାଉତ /ଭୁବନେଶ୍ୱର): ବିଜେଡି ସର୍ବଦା ବାସ୍ତବବାଦୀ କଥା କୁହେ ଏବଂ କାର୍ଯ୍ୟରେ ପରିଣତ କରେ ବୋଲି ଆଜି ବିଜେଡିର ପ୍ରଥମ ଇସ୍ତହାର କମିଟି ବୈଠକ ଅବସରରେ ବିଜେଡିର ବରିଷ୍ଠ ନେତା ପ୍ରଶନ୍ନ ଆଚାର୍ଯ୍ୟ କହିଛନ୍ତି । ରାଜ୍ୟର ଘରେ ଘରେ ଶଙ୍ଖ ଯୋଜନା ପହଞ୍ôଚ ଲୋକଙ୍କୁ ସରକାରର ସମସ୍ତ ଯୋଜନା ସମ୍ପର୍କରେ ଅବଗତ କରିବାରେ ସକ୍ଷମ ହୋଇଛି କି ନାହିଁ ତାହା ବୁଝିବା ସହ ପରବର୍ତ୍ତୀ ନିର୍ବାଚନ ଇସ୍ତହାର ପ୍ରସ୍ତୁତ ହେବ ବୋଲି ପ୍ରଶନ୍ନ କହିଛନ୍ତି ।