ଭୁବନେଶ୍ୱର: ବିଜେଡିରେ ୧୫ ଉପସଭାପତି ନାମ ଘୋଷଣା । ବିଜେଡିର ସାଂଗଠନିକ ନିର୍ବାଚନ ପାଇଁ ୧୫ ଉପାସଭାପତିଙ୍କ ନାଁ ଘୋଷଣା କରିଛି ବିଜେଡି । ବୀ ମିଶ୍ରୀଙ୍କୁ ବରିଷ୍ଠ ଉପସଭାପତି ( ମୁଖ୍ୟାଳୟ) ଦାୟିତ୍ୱ ଦିଆଯାଇଥିବା ବେଳେ ବରିଷ୍ଠ ଉପସଭାପତି ତାଲିକାରେ ପ୍ରଭୁଲ୍ଲ ସାମଲ, ଉଷା ଦେବୀ , ବିକ୍ରମ ଆରୁଖ , ପ୍ରମିଳା ମଲ୍ଲିକ , ନିକୁଞ୍ଜନ ପୂଜାରୀ, ଚନ୍ଦ୍ରଶେଖର ସାହୁଙ୍କୁ ଉପସଭାପତି ଦାୟିତ୍ୱ ଦିଆଯାଇଥିବା ବେଳେ ଉପସଭାପତି ପ୍ରତାପ ଜେନାଙ୍କୁ ମଧ୍ୟ ମୁଖ୍ୟାଳୟ ଦାୟିତ୍ୱ ଦିଆଯାଇଛି । ଉପସଭାପତି ତାଲିକାରେ ଅତନୁ ସବ୍ୟସାଚୀ ନାୟକ , ରାଜେନ୍ଦ୍ର ଢୋଲିଆ , ସଞ୍ଜୟ ଦାସବର୍ମା , ବରି ନାରାୟଣ ନନ୍ଦ, ଅଶ୍ୱିନୀ କୁମାର ପାତ, ପ୍ରଣବ ପ୍ରକାଶ ଦାସ, ସାରଦା ପ୍ରସାଦ ନାୟକ ମଧ୍ୟ ଉପସଭାପତି ଦାୟିତ୍ୱ । ଏହା ସହ ସୁବାସ ସିଂଙ୍କୁ ମିଳିଲା କୋଷାଧ୍ୟକ୍ଷ ଦାୟିତ୍ୱ ।