ବ୍ୟୁରୋ : ସାଂସଦ ପ୍ରଦୀପ ପାଣିଗ୍ରାହୀ ଙ୍କ ବୟାନକୁ କାଉଣ୍ଟର କଲା ବିଜେଡି । ବିଜେଡି ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ପ୍ରତିକ୍ରିୟା । ନବୀନଙ୍କୁ କଙ୍କାକ୍ଷ କରି ପ୍ରଦୀପଙ୍କ ମନ୍ତବ୍ୟକୁ ନେଇ ବିଜେଡି ନେତାଙ୍କ ମନ୍ତବ୍ୟ । ନିର୍ଦ୍ଦୋଷ ସାବ୍ୟସ୍ତ ହେବା ପରେ ପୂର୍ବ ସରକାରଙ୍କ ସମ୍ବନ୍ଧରେ ତାଙ୍କର ଏଭଳି ବୟାନକୁ ବିରୋଧ କରିଛନ୍ତି ବିଜେଡି ନେତା ବିକ୍ରମ ପଣ୍ଡା । ପ୍ରଦୀପଙ୍କ ନାଁରେ ଏବେ ବି ୩ ଟି ସ୍ଥାନରେ ମାମଲା ଚାଲିଛି । କ୍ରାଇମବ୍ରାଞ୍ଚ,ଭିଜଲାନ୍ସ ଓ ଋଙଡ ରେ ଏବେ ବି ମାମଲା ଚାଲିଛି । ଯିଏ ତାଙ୍କୁ ନେତା ଭାବେ ପରିଚୟ ଦେଇଥିଲେ ତାଙ୍କ ଉପରେ ପ୍ରଦୀପ ଏଭଳି ମନ୍ତବ୍ୟ ଦେବା ଦୁଃଖ ଦାୟକ ।