(ଅନୁସ୍ୱୟା)ଭୁବନେଶ୍ୱର: ଆଜି ବିଜେଡି ତାର ଦ୍ୱିତୀୟ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବାକି ଥିବା ୯ଟି ଆସନ ପାଇଁ ପ୍ରାର୍ଥୀ ତାଲିକାରେ ଝରିଗାଁରୁ ପ୍ରକାଶ ଚନ୍ଦ୍ର ମାଝୀ, ମାଲକାନଗିରିରୁ ମୁକୁନ୍ଦ ସୋଢି , ପଟାଙ୍ଗୀରୁ ପ୍ରୀତମ ପାଢି, ରେଢାଖୋଲରୁ ରୋହିତ ପୂଜାରୀ, ସମ୍ବଲପୁରରୁ ରାସେଶ୍ୱରୀ ପାଣିଗ୍ରାହୀ, ଲାଞ୍ଜିଗଡରୁ ପ୍ରଦୀପ ଦିଶାରୀ, ବଲାଙ୍ଗୀରରୁ ଅର୍କେଶ ନାରାୟଣ ସିଂହଦେଓ, ବ୍ରଜରାଜନଗରରୁ କିଶୋର ମହାନ୍ତି, ଲୋଇସିଂହାରୁ ପ୍ରଦୀପ ବେହେରାଙ୍କୁ ଟିକେଟ ଦେଇଛି ଦଳ ବୋଲି ସୁପ୍ରିମୋ ଘୋଷଣା କରିଛନ୍ତି ।