ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ କଥା ବୁଝନ୍ତି ପାଣ୍ଡିଆନ| ବାହାରୁ ଡାକ୍ତର ଆସନ୍ତି ସେହି ସବୁ ପାଣ୍ଡିଆନ ଦେଖା ଦେଖି କରନ୍ତି |ସେ କାହାକୁ ଦେଖା ହେଉନାହାନ୍ତି | ବିଜେଡି ଓ ନବୀନ ପଟ୍ଟନାୟକଙ୍କ ଅବସ୍ଥା ପାଣ୍ଡିଆନ ନିଜ ଉପରକୁ ନେଇଛନ୍ତି |ଆଗରୁ ପାଣ୍ଡିଆନ ନବୀନ ଙ୍କ କଥା ବୁଝୁଥିଲେ ଏବେ ବି ବୁଝୁଛନ୍ତି | ନବୀନ ଙ୍କ ମେଡ଼ିସିନ, ଯୋଗ, ହଉଛି କି ନାହିଁ ବୁଝୁଛନ୍ତି | ନିଜ ଗୁରୁ ଙ୍କୁ ବାପା ଭଳି ସେବା କରୁଛନ୍ତି ପାଣ୍ଡିଆନ | ସଂସ୍କାର ରେ ଅଛି ଗୁରୁଙ୍କ ସେବା କରିବା ପୁଣ୍ୟର କାମ ପାଣ୍ଡିଆନ ସେୟା କରୁଛନ୍ତି |
ସଂଗଠନ ଭିତରେ ଚାଲିଥିବା ବିଶୃଙ୍ଖଳା କୁ ନେଇ କହିଛନ୍ତି ମନ୍ମଥ -: ପୁରା ଟିମର ଭୁଲ ନଥିଲା କିଛି ଜଣଙ୍କ ଭୁଲ ଥିଲା | କିଛି ମାତ୍ରାରେ ବ୍ୟକ୍ତିମାନେ ଭୁଲ ଥିଲେ | ତାର ରିଜଲ୍ଟ ଆମକୁ ମିଳିଲା | ଆମକୁ ବହୁମତ ଦେଲେନି | ଯେଉଁମାନଙ୍କର ଅଂହକାର ଅଛି ହେଇଥିଲା ଯେଉଁ ଭୁଲ କରିଥିଲେ ଭୁଲ ମାନୁଛନ୍ତି | ପସ୍ଚ୍ୟତାପ କରୁଛନ୍ତି |ସେମାନଙ୍କୁ ନବୀନ ଚାନ୍ସ ଦେବେ ନ ଦେବେ ଅନାଳିଶିଆ ହଉଛି |ଭଲ ଦଳ ହେଇକି ବିଜେଡି ଉଠିବ |ସମସ୍ତେ ଗ୍ରାସ ରୁଟ ରେ ରହିବା ପାଇଁ ନବୀନ ପଟ୍ଟନାୟକ କହିଛନ୍ତି | ଆମକୁ ଅସୁବିଧା ହେଲେ ନବୀନ ଓଲ୍ହେଇ ଆସିବେ | ଟିକେଟ ବଣ୍ଟନ ରେ ଭୁଲ ଥିଲା | ପ୍ରାର୍ଥୀ ଚୟନ ରେ ଭୁଲ ଥିଲା |ଚୟନ କରିବା ସମୟ ବହୁତ ଭୁଲ ଥିଲା | ଶେଷ ସମୟ ଯାଏଁ ଦ୍ଵନ୍ଦ ରହିଲା | 24 ବର୍ଷ ସରକାର ରେ ବହୁତ ଅଧିକ ନେତୃତ୍ୱ ହେଇଯାଇଥିଲା |ମିସ ମେନେଜ ମେଣ୍ଟ ହେଲା |କିଏ ଅଭିମାନ ରେ ରହିଲେ ଭୋଟ ଦେଲେନି | ବିଜେଡିର ଟିମ ୱାର୍କ ଭୁଲ ଥୀଲା | ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ କଥା ବୁଝନ୍ତି ପାଣ୍ଡିଆନ| ବାହାରୁ ଡାକ୍ତର ଆସନ୍ତି ସେହି ସବୁ ପାଣ୍ଡିଆନ ଦେଖା ଦେଖି କରନ୍ତି |ସେ କାହାକୁ ଦେଖା ହେଉନାହାନ୍ତି | ବିଜେଡି ଓ ନବୀନ ପଟ୍ଟନାୟକଙ୍କ ଅବସ୍ଥା ପାଣ୍ଡିଆନ ନିଜ ଉପରକୁ ନେଇଛନ୍ତି |ଆଗରୁ ପାଣ୍ଡିଆନ ନବୀନ ଙ୍କ କଥା ବୁଝୁଥିଲେ ଏବେ ବି ବୁଝୁଛନ୍ତି | ନବୀନ ଙ୍କ ମେଡ଼ିସିନ, ଯୋଗ, ହଉଛି କି ନାହିଁ ବୁଝୁଛନ୍ତି | ନିଜ ଗୁରୁ ଙ୍କୁ ବାପା ଭଳି ସେବା କରୁଛନ୍ତି ପାଣ୍ଡିଆନ | ସଂସ୍କାର ରେ ଅଛି ଗୁରୁଙ୍କ ସେବା କରିବା ପୁଣ୍ୟର କାମ ପାଣ୍ଡିଆନ ସେୟା କରୁଛନ୍ତି |