ବାଲେଶ୍ୱର ଜିଲ୍ଲା, ରେମୁଣାର ପୂର୍ବତନ ବିଧାୟକ ସୁଧାଶୁଂ ସେଖର ପରିଡାଙ୍କ ଉପରୁ ବହିଷ୍କାର ଉଠାଇଲା ବିଜେଡି

0

ଭୁବନେଶ୍ୱର; ବାଲେଶ୍ୱର ଜିଲ୍ଲା, ରେମୁଣାର ପୂର୍ବତନ ବିଧାୟକ ସୁଧାଶୁଂ ସେଖର ପରିଡାଙ୍କ ଉପରୁ ବହିଷ୍କାର ଉଠାଇଲା ବିଜେଡି । ସେପ୍ଟେମ୍ଭର ୨୧ ରେ ସୁଧାଶୁଂଙ୍କୁ ବହିଷ୍କାର କରିଥିଲା ବିଜେଡି । ଜନ ବିରୋଧୀ କାର୍ୟ୍ୟ କଳାପ ପାଇଁ ତାଙ୍କ ଉପରେ ଆକ୍ସନ ନେଇଥିଲା ବିଜୁ ଜନତା ଧଳ । ତେବେ ତାଙ୍କ ଉପରୁ ବହିଷ୍କାର ନିର୍ଦ୍ଦେଶ ଉଠିବା ପରେ ଏବେ ବାଲେଶ୍ୱର ଜିଲ୍ଲା ବିଜେଡି ଆହୁରି ସଙ୍ଗଠିତ ହେବ ବୋଲି ଆଶା କରୁଛି ଦଳ ।