ଭୁବନେଶ୍ୱର: ଶୂନ୍ୟ କାଳରେ ଜାତୀୟ ରାଜପଥ ନିର୍ମାଣ ବିଳମ୍ବ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ ଅରୁଣ ସାହୁ l କେନ୍ଦ୍ରକୁ ପ୍ରଶ୍ନ, ଆମେରିକା ପରି ରାସ୍ତା ହେବ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି l କଟକ ରୁ ସମ୍ବଲପୁର ରାସ୍ତା ବିଳମ୍ବ ଯୋଗୁଁ ୨ବର୍ଷରେ ୪୦୦ଟା ଦୁର୍ଘଟଣା ହୋଇଛି, ୨୦୦ଜଣ ଙ୍କ ମୃତୁ ହୋଇଛି l କେନ୍ଦ୍ର ସରକାର ତୁରନ୍ତ କାମ କିପରି ସାରିବେ ସେ ନେଇ କେନ୍ଦ୍ର ପାଖରେ ବିଜେଡି ସାଂସଦ ମାନେ ଦାବୀ କରିଛନ୍ତି l ତେଣୁ ଦୁଃଖର କଥା ଏଯାଏ ବିଜେପି ସାଂସଦ ମାନେ ଏ ସମ୍ପର୍କ ରେ କେନ୍ଦ୍ର ପାଖରେ ଦାବୀ କରିନାହାଁନ୍ତି l