କଂଗ୍ରେସ ବିଧାୟକଙ୍କ ସସ୍ପେଣ୍ଡ ଉଠାଇବାକୁ ବାଚସ୍ପତି ଙ୍କୁ ଅନୁରୋଧ କଲେ ବିଜେଡି ବିଧାୟକ ଅରୁଣ ସାହୁ

0

ଭୁବନେଶ୍ୱର:  ପ୍ରଥମରୁ ଅଭାବନୀୟ ପରିସ୍ଥିତି | କଂଗ୍ରେସ ଡିମାଣ୍ଡ ରଖିଲେ ମୁଖ୍ୟମନ୍ତ୍ରୀଙ୍କ ଷ୍ଟେଟ ମେଣ୍ଟ ପାଇଁ ଦାବି କଲେ, ଦେଲେ ନାହିଁ | ସର୍ବଦଳୀୟ ବୈଠକରେ କଂଗ୍ରେସ ଦାବି କଲା ଗୃହ କମିଟି ଗଠନ ପାଇଁ ସରକାର ରାଜି ହେଲେନି | ଓଡ଼ିଶା ବିଧାନସଭାରେ ଏଭଳି ଘଟେନି | ଭାରତ ବର୍ଷରେ ଯେତେ ବିଧାନସଭା ଓଡ଼ିଶା ବିଧାନସଭା ଅନନ୍ୟ | ଓଡ଼ିଶା ବିଧାନସଭାରେ ଆପଣ ଅନନ୍ୟା ସ୍ପିକର | ମୁଁ ରାତି ସାରା ପାଠ ପଢିକି ଆସୁଛି ରେକର୍ଡ ହେଉନି | ଘଣ୍ଟ, ତୁରୀ ବାଜିଲା ଆକ୍ସନ ନେବାର ଥିଲା ସରକାର ଦଳ ର ସଂଖ୍ୟା ବଳ ର ପ୍ରୟୋଗ କରୁଛନ୍ତି | ସାତ ଦିନ ପୂର୍ବ ରୁ କାହିଁକି ଆକ୍ସନ ନେଲେନି | ବାହାରେ ଟିଭି ରେ କହୁଛନ୍ତି ଟିଭି ପ୍ରସ୍ତୁତ | କିନ୍ତୁ ଗୃହ ଭିତରେ ସେ ଭଳି ମାହୋଲ ତିଆରି କରିପାରୁନାହାନ୍ତି | ମତେ ଲାଗିଲା ଗୁରୁତ୍ୱପୂର୍ଣ କଥା କୁ ସରକାର ଡ଼ାଇଭଟ କଲେ | ସେ ଭିତରେ ରହିଲେ | ମତେ ଲାଗିଲା ସରକାର ଚାଁହୁଚନ୍ତି କଂଗ୍ରେସ ଏମିତି କଲେ ଆଲୋଚନା ହେବନି | ତାରା ଙ୍କ ଚେନ ହଜିଛି କହୁଛନ୍ତି ସେ FIR ଦେବା ଦରକାର | ମୋଷ୍ଟ ହିରୋ ମନ୍ତ୍ରୀ କୃଷ୍ଣ ପାତ୍ର ଶୁଣନ୍ତୁ | କାଲି ରାତିରେ ଦେଖୁଥିଲି ଟିଭିରେ ଲାଗୁଥିଲା ଇସ୍ରାଇଲ ପାଲେଷ୍ଟାଇଲ ଓ ରୁଷ ଯୁକ୍ରେଲ ଯୁଦ୍ଧ ଚାଲିଛି  | ଏତେ ପୋଲିସ | ସରକାରୀ କଳ ଵାଲା ଆପଣଙ୍କ ଭଳି ଟାଣୁଆ ମହିଳା ଙ୍କୁ ନିନ୍ଦିତ କଲେ ଆପଣ ନିଜର ସ୍ୱାଧୀନତା ଦେଖାନ୍ତୁ | କଂଗ୍ରେସ ବିଧାୟକ ଙ୍କ ସସ୍ପେଣ୍ଡ ଉଠାନ୍ତୁ ତାଙ୍କ ମନ ସ୍କାମନା ପୂରଣ କରନ୍ତୁ ବାଚସ୍ପତି ଙ୍କୁ ଅନୁରୋଧ କଲେ ବିଜେଡି ବିଧାୟକ ଅରୁଣ ସାହୁ|