ଭୁବନେଶ୍ୱର : ପୂର୍ବାହ୍ନ ସାଢେ଼ 10 ଟା’ରେ ବସିଲା ବିଜେଡିର ବିଧାୟକ ଦଳ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଲା ବିଜେଡି ବିଧାୟକ ଦଳ ବୈଠକ । ବିଧାନସଭାର 54 ନମ୍ବର ପ୍ରକୋଷ୍ଠରେ ବସିଛି ଏହି ବୈଠକ । ବିରୋଧୀଙ୍କୁ ସାମ୍ନା କରିବା ଲାଗି ରଣନୀତି ପ୍ରସ୍ତୁତ କରିବ ଦଳ । ବିରୋଧୀଙ୍କୁ ମୁକାବିଲା କରିବାକୁ ମନ୍ତ୍ର ଦେବେ ସୁପ୍ରିମୋ ।