ଭୁବନେଶ୍ୱର: ବିଧାନସଭାର ପ୍ରଶ୍ନକାଳର ଆରମ୍ଭରୁ ବିଜେଡି ବିଧାୟକ ବିଧାନସଭା ଚାରିପଟେ ଗଙ୍ଗାଜଳ ଛିଞ୍ଚିଛନ୍ତି । ବିଧାନସଭା ଗୃହ ରେ ପୋଲିସ ପସାଇ ଗୃହ କୁ ଅପବିତ୍ର କରିଛନ୍ତି ସରକାର ଏହାର ପ୍ରତିବାଦ ରେ ବିଜେଡି ବିଧାୟକ ମାନେ ବିଧାନସଭା ଚତୃ ପାର୍ଶ୍ୱ ରେ ଗଙ୍ଗା ଜଳ ଛିଞ୍ଚି ପବିତ୍ର କଲେ। ଏଭଳି ନ କରିବାପାଇଁ ବାଚସ୍ପତି ସୁରମା ପାଢୀ ଅନୁରେଧ କରିଛନ୍ତି । ଅଶୋଭନୀୟ କାଯ୍ୟରୁ ବିରତ ରହିବାକୁ ଅନୁରେଧ କରିଛନ୍ତି ।
ସୂଚନା ଥାଉ କି , ଆଜି କଂଗ୍ରେସ ବିଧାନସଭା ଘେରାଉ ହେବ । ଏହା ସହ ନାରୀଙ୍କୁ ନ୍ୟାୟ ଦାବିରେ କଂଗ୍ରେସ ପ୍ରତିବାଦ କରିବ । ଏନେଇ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।