କୋଟିଆରେ ଆଧାର କାର୍ଡ ବଣ୍ଟନ କରାଯିବା ପ୍ରସଙ୍ଗରେ ବିଜେଡି ଉପ ସଭାପତି ଦେବୀ ମିଶ୍ରଙ୍କ ପ୍ରତିକ୍ରିୟା

0

ଭୁବନେଶ୍ୱର: କୋଟିଆରେ ଆନ୍ଧ୍ର ପକ୍ଷରୁ ଆଧାର ସେଣ୍ଟର ଖୋଲାଯିବା ଆଉ ଆଧାର କାର୍ଡ ବଣ୍ଟନ କରାଯିବା ପ୍ରସଙ୍ଗରେ ବିଜେଡିର ପ୍ରତିକ୍ରିୟା । ଯଦି ଆନ୍ଧ୍ର ସେମିତି କରିଛି ତାହା ବେଆଇନ । ପ୍ରଶାସନ ଉଚିତ ପଦକ୍ଷେପ ନେବ । ବିଭିନ୍ନ ବାଟରେ ଆମ ସରକାର ତାହାର ପ୍ରତିବାଦ କରୁଛନ୍ତି । ମୁଖ୍ୟମନ୍ତ୍ରୀ ବି ଦାବି ଉପସ୍ଥାପନ କରୁଛନ୍ତି ।  ପୋଲାଭରମ ବେଳେ କେନ୍ଦ୍ରର ଉଭୟ ବିଜେପି ଓ କଂଗ୍ରେସ ସରକାର ଆନ୍ଧ୍ର କୁ ମୁହଁ ଦେଇଛନ୍ତି । କେନ୍ଦ୍ରର ଆନ୍ଧ୍ର ସପକ୍ଷ ବାଦୀ କାର୍ଯ୍ୟ ପାଇଁ ଆନ୍ଧ୍ର ଏମିତି ସାହସ ପାଉଛି ।