ବିଜେଡ଼ି ଛାଡ଼ିଲେ ବୃନ୍ଦାବନ

0

(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ବିଜେଡ଼ି ଛାଡ଼ିଲେ ବୃନ୍ଦାବନ। ଆଜି ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ଦଳରୁ ଇସ୍ତପା ଦେଇଛନ୍ତି । ଟିକେଟ ବଣ୍ଟନରେ ଅନିୟମତା ଅଭିଯୋଗ କରି ସେ ଦଳ ଛାଡ଼ିଛନ୍ତି । ସେ ନିଜର ଇସ୍ତପା ପତ୍ର ଦଳର ସଭାପତି ନବୀବ ପଟ୍ଟନାୟକଙ୍କୁ ପଠାଇଛନ୍ତି । ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ସେ ଲଇକେରାର ବିଧାୟକ ଥିଲେ ।