ଭୁବନେଶ୍ୱର;ଡି ଲିମିଟେଶନ ର ସ୍ଵତନ୍ତ୍ର ବୈଠକ କୁ ବିଜେଡି ର ସମର୍ଥନ।ତାମିଲନାଡୁ ର ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲୀନ ଙ୍କ ନବୀନ ଙ୍କୁ ନିମନ୍ତ୍ରଣ । ଆସନ୍ତା ୨୬ ରେ ଚେନ୍ନାଇ ରେ ଡି ଲିମିଟେଶନ କୁ ନେଇ ବସିବ ସ୍ଵତନ୍ତ୍ର ବୈଠକ।ଡି ଲିମିତେଶନ ରେ କ୍ଷତିଗ୍ରସ୍ତ ହେବାକୁ ଥିବା ୭/୮ ରାଜ୍ୟ ସାମିଲ୍ ହେବ ଏହି ବୈଠକରେ।
ବିରୋଧୀ ଦଳ ନେତାଙ୍କୁ ଆଜି ଡି ଏମ୍ କେ ସାଂସଦ ଦୟାନିଧି ମାରନ୍ ଓ ଆଇ ଟି ମନ୍ତ୍ରୀ ନବୀନ ନିବାସ ରେ ଭେଟି ନିମନ୍ତ୍ରଣ କରିଛନ୍ତି।
ସେ ତାଙ୍କର concern ଜଣାଇଛନ୍ତି ଏଭଳି ଅନଫେୟାର ଡି ଲିମିଟେଶନ କୁ। ଏହା ବିରୋଧରେ ସେ ସ୍ୱର୍ ଉତ୍ତୋଳନ କରିବା ସହ ବୈଠକ ରେ ସାମିଲ ହେବାକୁ ପ୍ରତିଶ୍ରୁତି ଦେଇଥିବା ଡି ଏମ୍ କେ ସାଂସଦ କହିଛନ୍ତି।